ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟ ଛୁଟି, ବ୍ଲକ ଅଧ୍ୟକ୍ଷଙ୍କ ଆପତ୍ତି  

ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟ ଛୁଟି, ବ୍ଲକ ଅଧ୍ୟକ୍ଷଙ୍କ ଆପତ୍ତି  

 ମୟୂରଭଞ୍ଜ – ୨୫/୧୧ ( ମସିହା) ଆଜି ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସାମାଡ଼ ଲୁପୁଙ୍ଗ ଗ୍ରାମ ପଂଚାୟତର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ତାଙ୍କରି ପରିଦର୍ଶନ ସମୟରେ କେତେକ ବିଦ୍ୟାଳୟଗୁଡିକ କୌଣସି ଛୁଟି ଏବଂ ବିଦ୍ୟାଳୟ ଛୁଟି ହେବାର ସମୟ ନ ହୋଇଥିବା ସତ୍ତେ ବିଦ୍ୟାଳୟ ଗୁଡିକ ସମ୍ପୂର୍ଣ ବନ୍ଦ ଥିଲାର ଦେଖିବାକୁ ମିଳିଥିଲା l ଏମିତିକି କୌଣସି ଶିକ୍ଷକ, ଶିକ୍ଷୟତ୍ରୀ କିମ୍ବା କୌଣସି କର୍ମଚାରୀ ଉପସ୍ଥିତ ନ ଥିଲେ | ଏହାର କଣ ସେହି ବିଦ୍ୟାଳୟ କାର୍ଯ୍ୟରତ କର୍ମଚାରୀଙ୍କ ମନୋମାନି ନା ଆଉ କଣ ? ଏଥି ପାଇଁ କିଏ ଦାୟୀ କିଏ ବୋଲି ତିରିଂ ଅଧ୍ୟକ୍ଷ ଶ୍ରୀ ସାମାଡ଼ ପ୍ରଶ୍ନ କରିଛନ୍ତି lଆଜି ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସାମାଡ଼ ଲୁପୁଙ୍ଗ ଗ୍ରାମ ପଂଚାୟତର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ତାଙ୍କରି ପରିଦର୍ଶନ ସମୟରେ କେତେକ ବିଦ୍ୟାଳୟଗୁଡିକ କୌଣସି ଛୁଟି ଏବଂ ବିଦ୍ୟାଳୟ ଛୁଟି ହେବାର ସମୟ ନ ହୋଇଥିବା ସତ୍ତେ ବିଦ୍ୟାଳୟ ଗୁଡିକ ସମ୍ପୂର୍ଣ ବନ୍ଦ ଥିଲାର ଦେଖିବାକୁ ମିଳିଥିଲା l ଏମିତିକି କୌଣସି ଶିକ୍ଷକ, ଶିକ୍ଷୟତ୍ରୀ କିମ୍ବା କୌଣସି କର୍ମଚାରୀ ଉପସ୍ଥିତ ନ ଥିଲେ | ଏହାର କଣ ସେହି ବିଦ୍ୟାଳୟ କାର୍ଯ୍ୟରତ କର୍ମଚାରୀଙ୍କ ମନୋମାନି ନା ଆଉ କଣ ? ଏଥି ପାଇଁ କିଏ ଦାୟୀ କିଏ ବୋଲି ତିରିଂ ଅଧ୍ୟକ୍ଷ ଶ୍ରୀ ସାମାଡ଼ ପ୍ରଶ୍ନ କରିଛନ୍ତି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନୂତନ କର୍ମକର୍ତ୍ତା ଚୟନ,  ଧର୍ମଗଡ଼ ପୀଡିତା ମାନଙ୍କୁ ନ୍ୟାୟ ପାଇଁ ମଙ୍ଗଳବାର ରୁ କଳାହାଣ୍ଡି ଏସପି ଅଫିସ ସମ୍ମୁଖରେ ଧାରଣା ଦିଆଯିବ

Sunil Chandra Nayak

ଦକ୍ଷିଣି ଶୌଣ୍ଢିକ ମହାସଂଘର  ଧର୍ମଗଡ ଓ ଜୁନାଗଡ ବ୍ଲକ ଆଞ୍ଚଳିକ କମିଟିର ବୈଠକ

Sunil Chandra Nayak

ସ୍ଵାଧୀନତା ଉତ୍ସବ ପାଇଁ ଫ୍ରଣ୍ଟ-ରୋ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!