ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଡ଼ିଗ୍ରୀ ମହାିଦ୍ୟାଳୟ ଠାରେ ବିଶ୍ଵ ଏଡ଼ସ ଦିବସ ପାଳିତ

ଜୁନାଗଡ଼ ଡ଼ିଗ୍ରୀ ମହାିଦ୍ୟାଳୟ ଠାରେ ବିଶ୍ଵ ଏଡ଼ସ ଦିବସ ପାଳିତ

ଜୁନାଗଡ଼,୩/୧୩(ମ ନି ସ) ଜୁନାଗଡ଼ ପ୍ରିୟଦର୍ଶିନୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି।କଲେଜ ଅଧ୍ୟକ୍ଷ ବିଭୂତି ଭୂଷଣ ମେହେରଙ୍କ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଶେଷଜ୍ଞ ଭାବରେ ଗୋଷ୍ଟୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଭଗବାନ ପଣ୍ଡା ମଞ୍ଚାସୀନ ଥିଲେ ପ୍ରାଧ୍ୟାପକ ଆଦିତ୍ୟ କୁମାର ଖମାରୀ ,ସାଗରିକା ଦାସ, କୈଳାଶ ଚନ୍ଦ୍ର ମେହେର ,ଅଧ୍ୟାପକ ନେତ୍ରାନନ୍ଦ ପ୍ରଧାନ, ଶୁଭାଶିଷ ପାଣିଗ୍ରାହୀ ,ଆକାଶ ମେହେର, ତୁଷାର ଶା ,ବିଶ୍ଵ ପଣ୍ଡା ,ସମୀର କୁମାର ସାହୁ ଓ ଅଧ୍ୟାପିକା ଅମିତା ମେହେର ପ୍ରମୁଖ ଉପସ୍ଥିତ ହୋଇ ଏହି ଭୟାନକ ରୋଗରୁ କିପରି ଦୁରେଇ ରହିବା ଓ ଏହାର ନିରାକରଣ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ବିଶ୍ବ ରଞ୍ଜନ ବେହେରା ଓ ଧନ୍ୟବାଦ୍ ଅର୍ପଣକରିଥିଲେ ରେଡକ୍ରସ୍ ସ୍ବେଛାସେବୀ ଓଁକାର ଦଣ୍ଡସେନା।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଟ୍ରାଫିକ ସମସ୍ୟାରେ ପେଷି ହେଉଛନ୍ତି ଜୁନାଗଡ଼ ବାସୀ , ଅଣଦେଖା କରାଯାଉଛି ବାଇପାସ ରୋଡ଼ ପାଇଁ

Sunil Chandra Nayak

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୋର୍ଡ଼ା ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳିତ

Sunil Chandra Nayak

ନୂଆପଡା ଜିଲ୍ଳାରେ ଖରିଫ ଧାନ ସଂଗ୍ରହ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!