ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇନିଙ୍ଗ ୱାଲ୍ଡ ସ୍କୁଲ ର ବାର୍ଷିୋତ୍ସବ ଅନୁଷ୍ଠିତ

ସାଇନିଙ୍ଗ ୱାଲ୍ଡ ସ୍କୁଲ ର ବାର୍ଷିୋତ୍ସବ ଅନୁଷ୍ଠିତ

ଜୁନାଗଡ଼,୧୦/୧୨(ମ ନି ସ)ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବହାଲ ଶାନ୍ତି ନଗର ଠାରେ ଥିବା ସାଇନିଂ ୱାଲ୍ଡ ସ୍କୁଲ ର ବାର୍ଷିୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିୋତ୍ସବ ରେ ମୁଖ୍ୟ ଅତିଥିଭାବେ କୋକସରା ତସିଲଦାର ନବୀନ କିଶୋର ପାଢ଼ୀ ଯୋଗଦେଇ ଦୀପ ପ୍ରଜ୍ୟାଳନ କରିବା ସହିତ ଶୁଭ ଉଦଘାଟନ କରିଥିଲେ ।ମୁଖ୍ୟ ବକ୍ତା ଛାତ୍ର ନେତ୍ରୀ ଅନମୋଲ ଅଙ୍କିତା , ସମ୍ମାନୀୟ ଅତିଥି ଦେଭୋଗ ( ଛତିଶଗଡ)ବ୍ଲକ ଅଧ୍ୟକ୍ଷା ନେହା ସିଙ୍ଗଲ, ଚାରବାହଲ ସରପଞ୍ଚ ସତ୍ୟଭାମା ପଣ୍ଡା,ସାଇନୀଙ୍ଗ ୱର୍ଲ୍ଡ ସ୍କୁଲ ସମ୍ପାଦକ ଶରତ ଦାସ, ସାଇନିଂ ୱାଲ୍ଦ ସ୍କୁଲ ର ଉପ ସଭାପତି ଦୈତାରି ନାଏକ,ଯୁଗ୍ମ ସମ୍ପାଦକ ବିଜୟ ଶବର,ପ୍ରବୀର୍ କୁମାର ଗୋଏଲ,ନରେଶ ଅଗ୍ରୱାଲ ମଞ୍ଚଶୀନ ଥିଲେ। ସୁଦିପ୍ତ ପୁରୋହିତ ଓ ରଚିୟତା ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ।

ସାଇନିଙ୍ଗ ସ୍କୁଲ ର ଅଧ୍ୟକ୍ଷ ଇନ୍ଦ୍ର ସିଂ ଧନ୍ୟବାଦ ଦେଇଥିଲେ।ଏହି ଅବସରରେ ସ୍କୁଲ୍ ର ଛାତ୍ର ଛାତ୍ରୀ ମାନଂକ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା।

ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଛାତ୍ରୀ ଅକସିକା ମୁଣ୍ଡ,ପ୍ରିୟଙ୍କା ପ୍ରିୟଦର୍ଶିନୀ,ସୁଭଙ୍ଗି ସାହୁ ଙ୍କୁ ଷ୍ଟୁଡେଣ୍ଟ୍ ଅଫ ଦ ୟିଅର୍ ଘୋଷଣା କରାଯାଇ ଥିଲା।ଏହି କାର୍ଯ୍ୟକ୍ରମରେ ସ୍କୁଲର ଅଭିଭାବକ ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ,ବାମନଘାଟୀ ଶାଖାର କର୍ମଚାରୀଵୃନ୍ଦଙ୍କ ବିଭିନ୍ନ ଦାବିନେଇ କଳାବ୍ୟାଚ ପରିଧାନ 

masiha

“ମହାପ୍ରଭୁ ଜଗନ୍ନାଥ” କାର୍ଟୁନ ଚଳଚ୍ଚିତ୍ର ମୁକ୍ତିଲାଭ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଓ ମନ୍ଦିର ପ୍ରଶାସନଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ଦାବି

Sunil Chandra Nayak

ଡ଼ଃ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!