ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ନିକଟରୁ ସବ ରେଜେଷ୍ଟ୍ରି ଅଫିସ ପର୍ଯ୍ଯନ୍ତ ଜବରଦଖଲ ଉଚ୍ଛେଦ କଲା ଜିଲ୍ଲା ପ୍ରଶାସନ

ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ନିକଟରୁ ସବ ରେଜେଷ୍ଟ୍ରି ଅଫିସ ପର୍ଯ୍ଯନ୍ତ ଜବରଦଖଲ ଉଚ୍ଛେଦ କଲା ଜିଲ୍ଲା ପ୍ରଶାସନ

ବସ୍ତା,11/12: ବାଲେଶ୍ବର ଜିଲ୍ଲା ବସ୍ତା ତହସିଲ ଅନ୍ତର୍ଗତ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ନିକଟରୁ ସବ ରେଜେଷ୍ଟ୍ରି ଅଫିସ ପର୍ଯ୍ଯନ୍ତ ଜବରଦଖଲ ଉଚ୍ଛେଦ କରିଛି ଜିଲ୍ଲା ପ୍ରଶାସନ , ବାଲେଶ୍ବର ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାଜିଷ୍ଟ୍ରେଟ ଭାବରେ ବସ୍ତା ତହସିଲଦାର ଉପସ୍ଥିତ ରହି ସବରେଜିଷ୍ଟାର ଅଫିସ ପାଖରୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ପର୍ଯ୍ଯନ୍ତ ରାସ୍ତା ପାର୍ଶ୍ବ ରୁ ଜବରଦଖଲ ଉଚ୍ଛେଦ କରିଥିଲେ, ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର 5ଟି ରେ ଅନ୍ତର୍ଭୁକ୍ତ କରି ନୂତନ କୋଠା ନିର୍ମାଣ କରା ଯାଇଛି, ମାତ୍ର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର କୁ ଯିବାକୁ ରାସ୍ତା ପାର୍ଶ୍ବ ରେ ଦୋକାନୀ ମାନେ ସରକାରୀ ଜାଗା ଜବରଦଖଲ କରି ଗୃହ ନିର୍ମାଣ କରିଥିବାରୁ ଚିକିତ୍ସା ପାଂଇ ଆସୁଥିବା ରୋଗୀ ଏବଂ ଆମ୍ବୁଲାନ୍ସ ଇତ୍ଯାଦି ଯିବା ଆସିବା ପାଂଇ ଅସୁବିଧା ହେଉଥିଲା, ସେଥିପାଂଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଜବରଦଖଲ ଉଚ୍ଛେଦ କରା ଯାଇଛି, ମାଜିଷ୍ଟ୍ରେଟ ଭାବରେ ବସ୍ତା ତହସିଲଦାର ଙ୍କ ସମେତ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟି ରେ ରଖି ଏକ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରା ଯାଇ ଥିଲା।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଅଜଣା ଗାଡି ଧକ୍କାରେ ଶିକ୍ଷକ ଗୁରୁତର 

masiha

ଅବସରପ୍ରାପ୍ତ ଆର ଏସ ପି କର୍ମଚାରୀ ସମାଜସେବୀ ମହେନ୍ଦ୍ର ଆର ପାରିରେ

masiha

ଫୁଲଝରଣ ରେ ଆଦିବାସୀ ଭବନ ଉଦଘାଟିତ 

masiha

Leave a Comment

error: Content is protected !!