ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଡିଜେ କୋର୍ଟ ସ୍ଥାପନ ଦାବିରେ ବୁଧୁବାର ଖଡ଼ିଆଳ ବନ୍ଦ

ଏଡିଜେ କୋର୍ଟ ସ୍ଥାପନ ଦାବିରେ ବୁଧୁବାର ଖଡ଼ିଆଳ ବନ୍ଦ

ବୁଧବାର ଖଡ଼ିଆଳ ବନ୍ଦ ଡାକରା ଦେଇଛି ମିଳିତ ନାଗରିକ ମଞ୍ଚ। ଖଡ଼ିଆଳ ଠାରେ ଅତିରିକ୍ତ ଜିଲା ଜଜ୍ କୋର୍ଟ ସ୍ଥାପନ ଦାବୀରେ ମିଳିତ ନାଗରିକ ମଞ୍ଚର ଆହ୍ବାନ କ୍ରମେ ବୁଧୁବାର ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଖଡ଼ିଆଳ, ବୋଡ଼େନ ଏବଂ ସିନାପାଲି ସହରକୁ ବନ୍ଦ ଡାକରା ଦିଆଯାଇଛି। ଏଥିରେ ସମସ୍ତ ଦୋକାନ ବଜାର, ସ୍କୁଲ୍ କଲେଜ୍, ବ୍ୟାଙ୍କ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଗାଡ଼ି ଚଳାଚଳ ବନ୍ଦ ରହିବ ବୋଲି ଡ଼ାକରା ଦିଆଯାଇଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଡାଲଗୁମାରୁ ବାଙ୍କୀମୁଣ୍ଡା ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦାବି 

Sunil Chandra Nayak

ନବରଙ୍ଗପୂର ଠାରେ ଜାତୀୟ ସଡ଼କ ସୁରକ୍ଷା ମାସର ଉଦଯାପନୀ ସମାରୋହ 

masiha

ରାଜୀବ ଗାନ୍ଧିଙ୍କ ୮୦ତମ ଜନ୍ମ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!