ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହଳଦା ଲ୍ଯାମ୍ପରେରେ ଧାନ ମଣ୍ଡି ଉଦଘାଟିତ 

ବହଳଦା ଲ୍ଯାମ୍ପରେରେ ଧାନ ମଣ୍ଡି ଉଦଘାଟିତ 

   ମୟୂରଭଞ୍ଜ- ୧୮/୧୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ଵହଳଦା ବ୍ଳକର ଵହଳଦା ଲ୍ଯାମ୍ପରେ ଧାନମଣ୍ଡି ଶୁଭ ଉଦଘାଟିତ ହୋଇଯାଇଛି ।ଲ୍ଯାମ୍ପର ସଭାପତି ଗୋପୀନାଥ ହାଁସଦା ନଡ଼ିଆ ଫଟାଇ ଧାନ ମଣ୍ଡିରେ ପୂଜାର୍ଚ୍ଚନା କରିଥିଲେ । ଉପଖଣ୍ଡ ଏଆରସିଏସ ଶ୍ରୀମତୀ ସୀମା ମୁର୍ମୁ ଫିତା କାଟି ଧାନମଣ୍ଡିର ଶୁଭ ଉଦ୍ଘାଟନ କରିଥିଲେ । ଲ୍ଯାମ୍ପର ଏମଡି ସନ୍ତୋଷ ଵସାଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଏସଆରସିଏସ ରାମଚନ୍ଦ୍ର ଵିଶ୍ଵାଳ,ଏମଆଇସି ବିଭୂ କଲ୍ଯାଣ ଦାସ, ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗ ଦେଇଥିଲେ । ଚାଷୀମାନେ କିଭଳି ସରକାରଙ୍କ ନିୟମ କାନୁନ ଅନୁସାରେ ଧାନ ବିକ୍ରୟ କରି ଲାଭବାନ ହୋଇ ପାରିବେ ତାହା ଉପରେ ଅତିଥି ଗଣ ମନ୍ତବ୍ୟ ଦେଇଥିଲେ । ଏଫେ କର୍ମୀ ର ଧାନ ଆଣିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆ ଯାଇଥିଲା ।ଏହି ଲ୍ଯାମ୍ପ ରେ ଵହଳଦା ବ୍ଳକର ୮ ଟି ପଞ୍ଚାୟତର୧୫୩୮ ଜଣ ପଂଜିକୃତ ଚାଷୀ ଧାନ ବିକ୍ରୟ କରି ପାରିବେ ବୋଲି ଏମଡି ସନ୍ତୋଷ ଵସା ସୂଚନା ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଲ୍ଯାମ୍ପର କର୍ମଚାର ରୂପଲାଲ ମହାନ୍ତ,ସନ୍ତୋଷି ଦାସ,ନନ୍ଦଲାଲ ଵେଶ୍ରା,କିଶାନ ଦତ୍ତ, ବିଶ୍ବଜିତ ମହାନ୍ତଏବଂ ଚାଷୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଉଦଘାଟନ ଅବସରରେ ୨୪୦.୧୩ କ୍ଯୁଣ୍ଟାଲ ଧାନ ଚାଷୀମାନେ ବିକ୍ରୟ କରିଥିଲେ ।ଅଦିନିଆ ବର୍ଷା ଯୋଗୁଁ ଧାନ ଅମଳ ଧିମେଇ ଯାଇଛି । ସପ୍ତାହର ସୋମବାର ଏବଂ ବୁଧବାର ଦିନ ଚାଷୀମାନେ ମଣ୍ଡିରେ ଟୋକନ ପାଇଥିବା ଚାଷୀମାନେ ଧାନ ବିକ୍ରୟ କରି ପାରିବେ ବୋଲି ସନ୍ତୋଷ ଦାସ କହିଥିଲେ । ଠିକ୍ ସମୟରେ ଧାନ ମଣ୍ଡି ଖୋଲା ଯାଇଥିବାରୁ ଚାଷୀମାନେ ଖୁସି ହୋଇଥିଲେ ।

  ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଭେଜିପଦର ଉ ପ୍ରା ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ଗଣତନ୍ତ୍ର ଦିବସ ପାଳିତ 

masiha

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘର କଳାହାଣ୍ଡି/ଟିଟିଲାଗଡ଼ ସବଡଭିଜନର ଦ୍ଵିତୀୟ ବାର୍ଷିକ କାର୍ଯ୍ୟକାରୀଣି ବୈଠକ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort