ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗହୀର ମଥା ରେ ବୋଟ ଜବତ,13ମତ୍ସଜୀବି ଗିରଫ

ଗହୀର ମଥା ରେ ବୋଟ ଜବତ,13ମତ୍ସଜୀବି ଗିରଫ

ଗହୀର ମଥା ସାମୁଦିକ ଅଭୟା ରଣ ର ଏକ କୁଳା ନିକଟରେ ବେଆଏଇନି ଭାବେ ମାଛ ଧରୁ ଥିବା ବେଳେ ବନ ବିଭାଗ ର ପେଟ୍ରୋଲିଂ ଟିମ ମାଆ ଗଙ୍ଗା ନାମକ ଟ୍ୱ ସିଲିଣ୍ଡେର ବୋଟ କୁ ଜବତ କରିଛି, ସେଥିରେ 13ଜଣ ମତ୍ସଯିବି କୁ ଗିରଫ କରାଯାଇଛି,50କ. Kg ମାଛ,1 ହଜ଼ାର ଫୂଟ ର କଣି ଜାଲ, ଇଲିଶି ଜାଲ ଦୁଇ ହଜ଼ାର ଫୂଟ, ଦୁଇଟି vhf ଓ ଦୁଇ ଟି GPS ସେଟ ଜବତ ହୋଇଛି, ଗିରଫ ମତ୍ସ ଜୀବୀମାନେ ହେଲେ ସରୋଜ ପ୍ରାରମାଣିକ, ଗଙ୍ଗାଧର ମାଲିକ, ପୀତବାସ ମଳିକ, ରଜନୀ ମଳିକ, ଅଭୟ ମଳିକ, ବଳରାମ ମଳିକ, ଭରତ ମଳିକ, ଦିଲ୍ଲିପ ରାଉତ, ମେଘୁ ମଳିକ, ଆଦିକାନ୍ତ ମଳିକ ଓ ମୁକୁନ୍ଦ ମଳିକ, ଗିରଫ ମତ୍ସଜୀବି ମାନଙ୍କୁ 1972 ବନ ପ୍ରାଣୀ ଆଇନ ଅନୁଯାଇ କୋର୍ଟ ଚାଲାଣ କରାଯାଇଥିଲା, ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଃଜ଼ାତ କୁ ପଠାଇ ଦିଆ ଯାଇଛି।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନେଉଜ୍!!!

Related posts

ଡାବୁଗାଁ ବନ ବିଭାଗର ଚଢାଉ କଲରାପତରିଆ ବାଘ ଛାଲ ଜବତ, ୫ ଜଣ ଗିରଫ 

Sunil Chandra Nayak

ବିଶୋଇ ଥାନା! ଡାହାଣୀ ସନ୍ଦେହରେ ବଡମାଆକୁ ହତ୍ୟା କଲା ସମ୍ପର୍କୀୟ ପୁତୁରା

masiha

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଜୋରିମାନା

Sunil Chandra Nayak

Leave a Comment

error: Content is protected !!