ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବନଖଣ୍ଡ ଆନୁକୁଲ୍ୟରେ ଗଜସାଥୀ ଦକ୍ଷତା ବୃଦ୍ଧି ତାଲିମ ଶିବିର

ରାଇରଙ୍ଗପୁର ବନଖଣ୍ଡ ଆନୁକୁଲ୍ୟରେ ଗଜସାଥୀ ଦକ୍ଷତା ବୃଦ୍ଧି ତାଲିମ ଶିବିର

 ମୟୂରଭଞ୍ଜ -୨୪/୧୨ ( ମସିହା) ଓଡ଼ିଶା ସରକାରଙ୍କର ଜଙ୍ଗଲ ,ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ବନଖଣ୍ଡ ଆନୁକୁଲ୍ୟରେ ‘ ଜନ ସୁରକ୍ଷା,ଗଜରକ୍ଷା ଯୋଜନାରେ ‘ ଏକ ଦିବସୀୟ ରାଇରଙ୍ଗପୁର ବନଖଣ୍ଡ ସ୍ତରୀୟ ‘ଗଜସାଥୀ ଦକ୍ଷତା ତାଲିମ ଶିବିର’ ଡିଏଫଓ ଶ୍ରୀ ଶିବ ପ୍ରସାଦ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ ପ୍ରଭାକର ମଲ୍ଲିକ, ରଂଜନ ବେହେରା, ସୁଶାନ୍ତ କୁମାର ପାଟବନ୍ଧା,ମାଷ୍ଟର ଟ୍ରେନର ସୁବ୍ରତ ବିଶ୍ବାଳ, ପରିବେଶବିତ୍ ଲଳିତ ମହାନ୍ତ, ରାଇରଙ୍ଗପୁର ,ବାଦାମପାହାଡ , ବିଶୋଇ,ମଣଦା ଏବଂ ଵହଳଦା ୫ ଜ୍ୟୋତି ରଂଜନ ସେନାପତି, ରମାକାନ୍ତ ମାଝୀ,, କ୍ଷୀରୋଦ ଚନ୍ଦ୍ର ସିଂ,,ଧରିତ୍ରୀ ମୁର୍ମୁ,, ସୁମତି ପାତ୍ର,ବନପାଳ,ଵନରକ୍ଷୀ ଏବଂ ଶତାଧିକ ଵନସୁରକ୍ଷା ସମିତି ସଦସ୍ୟ/,ସଦସ୍ଯା,ଗଜସାଥୀ ପ୍ରମୁଖ ସାମିଲ ହୋଇଥିଲେ ।ପ୍ରାରମ୍ଭରେ ଵନ ବିଭାଗ ଅଧିକାରୀ ଏବଂ ଗଜ ସାଥୀ,ବନ ସୁରକ୍ଷା ସମିତି ସଦସ୍ୟମାନେ ପ୍ଳାକାର୍ଡ ସହ ଗଜସୁରକ୍ଷା, ଜଙ୍ଗଲ ସୁରକ୍ଷା, ପରିବେଶ ସୁରକ୍ଷା , ଜୀବଜନ୍ତୁ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ରାଇରଙ୍ଗପୁର ସହର ପରିକ୍ରମା କରିଥିଲେ ପରେ ରାଇରଙ୍ଗପୁର ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ହାତୀ ଓ ଜୀବଜନ୍ତୁ ସୁରକ୍ଷା, ନିଆଁ ଦାଉରୁ ଜଙ୍ଗଲ ରକ୍ଷା,ବନ ନିକଟସ୍ଥ ଗ୍ରାମବାସୀଙ୍କୁ ସଚେତନ କରାଇବା ବାର୍ତ୍ତା ଦେଇଥିଲେ ।ପରେ ମାଷ୍ଟର ଟ୍ରେନର ସୁବ୍ରତ ବିଶ୍ବାଳ ସମସ୍ତଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ଗଜସାଥୀମାନଙ୍କୁ ଜାତୀୟ ଐତିହ୍ୟ ହାତୀର ଜୀବନ ଶୈଳୀ,ହାତୀର ବ୍ୟବହାର ,ଚାଲି ଚଳନ,ଖାଦ୍ୟପେୟ,ଚଲାପଥ, ସୁରକ୍ଷା ଉପରେ ଆଲୋକପାତ କରିବା ସହ ହାତୀ ପାଖରୁ ମଣିଷ କିଭଳି ନିରାପଦରେ ରହି ପାରିବ ଓ ମଣିଷର ହାତୀ ଉପଦ୍ରଵରେ କ୍ଷୟକ୍ଷତିର ଭରଣା ଓ ଅନୁକମ୍ପା ରାଶିର ସହାୟତା ସଂପର୍କରେ ସୂଚନା ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ସ୍କାଉଟ୍ ଏବଂ ଗାଇଡ୍ ର ଜଳସେବା ଶିବିର

ବନ୍ଧୁଗାଁ ବ୍ଲକର ସମସ୍ର ପ୍ରକାର ଶ୍ରମିକ ରାଜ୍ୟ ସରକାରଙ୍କ ବିଭିନ୍ନ ଶ୍ରମିକଙ୍କ ସୁବିଧା ସୁଯୋଗ ପାଇବାରୁ ବହୁ ପଛରେ

ସାମାଜିକ ସାଂସ୍କୃତିକ ବିକାଶ ସଂଘ ତରଫରୁ ସ୍ବଚ୍ଛ ସାରଥୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort