ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାରସ୍ୱତ ଜଗତରେ ଆଗେଇ ଚାଲିଛନ୍ତି ସମାଜସେବୀ ଓ ନାରୀନେତ୍ରୀ ଜ୍ଯୋତ୍ସ୍ନା

ସାରସ୍ୱତ ଜଗତରେ ଆଗେଇ ଚାଲିଛନ୍ତି ସମାଜସେବୀ ଓ ନାରୀନେତ୍ରୀ ଜ୍ଯୋତ୍ସ୍ନା

ବାଲେଶ୍ଵର,୧୩/୦୧/୨୪- ସମାଜସେବାରୁ ସାରସ୍ୱତ ସାଧକ ଏହା କମ ବଡ଼ କଥା ନୁହେଁ । ମନର ଦୃଢବଳ ଥିଲେ ମଣିଷ କେତେ ଆଗକୁ ଯାଇପାରେ ଆଜି ତାହାର ପ୍ରମାଣ କଳା ଓ ସାରସ୍ୱତ ଜଗତରେ ବିଛୁରିତ । ଏପରି ଜଣେ ନାରୀ ସମାଜସେବାରୁ ସାରସ୍ୱତ ସାଧିକା ଭାବେ ନିଜର ପ୍ରତିଭାକୁ ବିସ୍ତାରିତ କରି ଚାଲିଛନ୍ତି । ଯେଉଁଥି ପାଇଁ ସାରସ୍ୱତ ଜଗତର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଏବଂ ବିଭିନ୍ନ ସମାଜସେବା ଅନୁଷ୍ଠାନ କରିଛି କୋଳାଗ୍ରତ ଓ ସମ୍ବର୍ଦ୍ଧିତ । ବାଲେଶ୍ଵର ଜିଲ୍ଲା ଜଳେଶ୍ବର ନୂଆବଜାର ନିବାସୀ ଜ୍ଯୋତ୍ସ୍ନାରାଣୀ ମହାନ୍ତି ପାଠପଢା ସମୟରୁ ଆରମ୍ଭ କରିଥିଲେ ସାହିତ୍ୟ ସାଧନା । ଆକାଶର ଉଜ୍ଜ୍ବଳ ଧ୍ରୁବତାରା ପରି ଦିନେ ସାରାଜଗତକୁ ଉଜ୍ଜ୍ୱଳମୟ କରିବ ବୋଲି ବାପାଙ୍କର ଥିବା ଆଶାକୁ ଧୀରେ ଧୀରେ ପୂରଣ କରି ଚାଲିଛନ୍ତି ଜ୍ଯୋତ୍ସ୍ନାରାଣୀ । ସେ ଜଣେ ଖୁବ୍ ସୁନ୍ଦର, ସରଳ, ନିରୀହ, ହୃଦୟବାନ, ପରୋପକାରୀ, ସଚ୍ଚୋଟ, ନିଷ୍କପଟ, ଦୟାଳୁ ବ୍ଯକ୍ତିତ୍ବ ଅଟନ୍ତି । ନ୍ଯାୟ ପ୍ରଦାନ ଓ ପରୋପକାରୀ ଭାବେ ସାରା ବ୍ଲକ ତଥା ଜିଲ୍ଲାରେ ସୁନାମ ଅଛି । ଜଣେ ନାରୀନେତ୍ରୀ ଭାବେ ଜଳେଶ୍ବର ମାଟିରେ ମଦବିରୋଧି ଆନ୍ଦୋଳନ କରି ଜୀବନର ବହୁ ଦୁଃଖ ଯନ୍ତ୍ରଣା ସହି ସେବା ଆକାଶରେ ତାରକାଟିଏ ପାଲଟିଛନ୍ତି । ତା’ ଛଡା ଜଣେ ସାରସ୍ୱତ ସାଧିକା ଭାବେ ସାହିତ୍ୟ ଜଗତରେ ନିଜର ପ୍ରତିଭା ବୃଦ୍ଧି କରି ଚାଲିଛନ୍ତି । ସ୍ବରଚିତ ସୁନ୍ଦର, ଭକ୍ତିଭାବ, ଶିକ୍ଷଣୀୟ ଓ ସମାଜ ପରିବର୍ତ୍ତନ ବାର୍ତ୍ତା ଭଳି କବିତା ରଚନା ସାରସ୍ୱତ ବନ୍ଧୁ ମାନଙ୍କୁ କରିଛି ଆକୃଷ୍ଟ । ତାଙ୍କ ସାହିତ୍ୟ ସାଧନାରେ ମୁଗ୍ଧ ହୋଇ ଅନେକ ଅନୁଷ୍ଠାନ କରିଛି କୋଳାଗ୍ରତ ଓ ସମ୍ବର୍ଦ୍ଧିତ । ଯାହା ନିଜ ଜନ୍ମମାଟି, କଳା, ସାହିତ୍ଯ ଓ ସଂସ୍କୃତିର ମାଟି ବାଲେଶ୍ଵର ଜିଲ୍ଲାକୁ କରିଛି ଧନ୍ୟ । ସାହିତ୍ୟ ଜନକ ଫକୀରମୋହନ ସେନାପତିଙ୍କ ମାଟି ହୋଇଛି ଗର୍ବିତ । ତାଙ୍କ ସାହିତ୍ୟ ସାଧନାରେ ମୁଗ୍ଧ ହୋଇ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ତା’ର ଚତୁର୍ଥ ବାର୍ଷିକ ଉତ୍ସବରେ କବିତା ପାଠକରି ପ୍ରଶଂସା ପତ୍ର ଓ ” କବିକୁସୁମ ସମ୍ମାନ-୨୦୨୩ ” ସମ୍ମାନରେ ଶ୍ରୀମତୀ ଜ୍ଯୋତ୍ସ୍ନାରାଣୀ ମହାନ୍ତିଙ୍କୁ ସମ୍ମାନିତ କରି ନିଜକୁ ଗୌରବ ମନେକରିଛି ଅନୁଷ୍ଠାନ । ଏଥି ପୂର୍ବରୁ ଲକ୍ଷ୍ମୀନାରାୟଣ ଗୋଲକ କ୍ଷତ୍ରିୟ ମାହେଶ୍ଯ ସମାଜ, ବାଲେଶ୍ଵର, ଉତ୍ତର ବାଲେଶ୍ଵର ଗ୍ରାମୀଣ ମହୋତ୍ସବ, ଡେମୁରିଆ, ଜଳେଶ୍ବର, ବାଲେଶ୍ଵର, ଆମ ସାହିତ୍ୟ ପରିବାର, ବ୍ଯାସନଗର, ଯାଜପୁର, ଓଡିଶା ଡ୍ଯାନ୍ସରର୍ସ ଷ୍ଟଣ୍ଟସ୍ ଆଣ୍ଡ ଜୁନିୟର ଆର୍ଟିଷ୍ଟ ଆସୋସିଏସନ, କଟକରୁ ମଧ୍ୟ ମାନପତ୍ର ପାଇ ନିଜକୁ ଗର୍ବିତ ମନେକରିଛନ୍ତି । ଏ ଖବର ପାଇ ବହୁ ସମାଜସେବୀ ଓ ସାହିତ୍ୟ ବନ୍ଧୁ ମାନେ ଶ୍ରୀମତୀ ମହାନ୍ତିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ଭବିଷ୍ୟତ ଚଲାପଥ କୁସୁମିତ ନିମନ୍ତେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏଥିସହିତ କଳା ଓ ସାହିତ୍ୟ ଜଗତରେ ଆହୁରି ଆଗକୁ ଆଗକୁ ବଢି ଚାଲନ୍ତୁ ବୋଲି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉତ୍ସାହିତ କରାଯାଇଛି । କବିତା ପାଠ ସହିତ ମଞ୍ଚାସୀନ ଅତିଥି ଆସନ ଅଳଙ୍କୃତ ପାଇଁ ରାଜ୍ୟର ବହୁ ଅନୁଷ୍ଠାନରୁ ନିମନ୍ତ୍ରଣର ସୁଅ ଛୁଟିବାରେ ଲାଗିଛି ବୋଲି ଶ୍ରୀମତୀ ମହାନ୍ତି ଗଣମାଧ୍ୟମ ସାମ୍ମାରେ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତାରେ ପଡିଥିଲେ ଛାତ୍ରୀ, ଥାନା ଅଧିକାରୀ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଲେ

masiha

ଜୁନାଗଡ଼ କୁ ଜିଲ୍ଲା ଦାବୀ ପ୍ରସଙ୍ଗ ଗଠିତ ହେଲା କୋର କମିଟି

masiha

୪୮୮ ବର୍ଗ ଅଧ୍ୟାପକ-କର୍ମଚାରୀ ସମନ୍ଵୟ ସମିତି ଜିଲ୍ଲା ସ୍ତରୀୟ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort