ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରତିଷ୍ଠାତା ଶିବୁ ସୋରେନଙ୍କ ୮୦ ତମ ଜୟନ୍ତୀ ପାଳିତ

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରତିଷ୍ଠାତା ଶିବୁ ସୋରେନଙ୍କ ୮୦ ତମ ଜୟନ୍ତୀ ପାଳିତ

 ମୟୂରଭଞ୍ଜ – ୧୩/୦୧ ( ମସିହା) ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜନୈତିକ ଦଳର ପ୍ରତିଷ୍ଠାତା ଦିଶମ୍ ଗୁରୁ ଶିବୁ ସୋରେନ ଙ୍କ ୮୦ ତମ ଜୟନ୍ତୀ ଓଡ଼ିଶାର ମୟୂରଭଞ୍ଜ,ବାଲେଶ୍ବର,କେନ୍ଦୁଝର, ସୁନ୍ଦରଗଡ଼,, ଢେଙ୍କାନାଳର ବିଭିନ୍ନ ସ୍ଥାନରେ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ଅବସରରେ ରାଜ୍ୟ ସଭାନେତ୍ରୀ କେକ୍ କାଟି ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ପ୍ରଦାନ କରିଥିଲେ ।ଓଡ଼ିଶା ରାଜ୍ୟ ଜେଏମଏମ ଦଳ ତରଫରୁ ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଵିଜାତଳ ହୋଇଥିବା ବାଘିଆଟାଙ୍ଗର,ବିଶୋଇ ବ୍ଳକର ମଣଦା ଠାରେ ନିଃଶୁଳ୍କ ୫ ଜଣିଆ ଦୁଇଟି ଟିମ୍ ଦ୍ଵାରା ସ୍ବାସ୍ଥ୍ୟ ଶିବିର ଆୟୋଜନ ସହ ୫୦୦ ରୁ ଉର୍ଦ୍ଧ୍ବ ରୋଗୀଙ୍କ ଚିକିତ୍ସା ଓ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ।ହୋଇଥିଲା । ସେଠାରେ ୫୦୦ ରୁ ଉର୍ଦ୍ଧ୍ବ ରୋଗୀଙ୍କ ଚିକିତ୍ସା ସହିତ ଔଷଧ ତଦ ସହିତ ବାଘିଆଟାଙ୍ଗର,ମଣଦା ଏବଂ ସାରକଣାରେ ୩୦୦୦ ରୁ ଉର୍ଦ୍ଧ୍ବ କମ୍ବଳ ଅସହାୟ ଗରିବ ଗୁରୁବା ବୃଦ୍ଧ,ଵୃଦ୍ଧାଙ୍କୁରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଅଂଞ୍ଜନୀ ସୋରେନଙ୍କ ଦ୍ବାରା ବଣ୍ଟନ କରାଯାଇଥିଲ ।ଏ‌ହି କାର୍ଯ୍ୟକ୍ରମରେ ରାଜ୍ୟ ସଭାନେତ୍ରୀ ଅଂଜନୀ ସୋରେନ ଙ୍କ ସମେତ ରାଜ୍ୟ ମହାସଚିବ ଦୁବରାଜ ନାଗ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସୁନିଲ ମାଝୀ, କେନ୍ଦ୍ରୀୟ କମିଟି ସଦସ୍ୟ ସିଲୁ କିସ୍କୁ, ଘନଶ୍ୟାମ ପିଙ୍ଗୁଆ, ଜିଲ୍ଲା ପରିଷଦ ସଦସ୍ୟ ଶୀତଲ କିସ୍କୁ, ଜିଲ୍ଲା ପରିଷଦ ସଦସ୍ୟା ମୀନା ସୋରେନ,ସନାତନ ମୁଣ୍ଡା,ଵାଵୁଲୁ ମୁର୍ମୁ , ଯଶୋବନ୍ତ ବାରିକ,ଭୁବନ ଟୁଡୁ,ଧୀରେନ ମାର୍ଣ୍ଡୀ,ପୁର୍ଣ ମାର୍ଣ୍ଡୀ,ବ୍ରଜ ମୁର୍ମୁ,ସେକ ଜିକରାନ,ମଦନ ସି,ଆଜମେରୀ ଖାନ , ଡମାନ ହେମ୍ବ୍ରମ, ସଂଗ୍ରାମ ମୁର୍ମୁ,ଉଦୟ ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପୋଷଣ ଉତ୍ସବ ପାଳିତ 

masiha

ବୃକ୍ଷରୋପଣ କରି ଜନ୍ମଦିନ ପାଳିଲେ ସାମ୍ୱାଦିକ ଓ ସମାଜସେଵୀ ପ୍ରବୀଣ ନାଏକ 

Sunil Chandra Nayak

“ଗୋପବନ୍ଧୁ ସେବା ସଂଗଠନ” ପକ୍ଷରୁ ଉତ୍କଳ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort