ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିରିହ ପରିବାରକୁ ସାହାଯ୍ୟର ହାତ ବଢାଇଛନ୍ତି ସମାଜ ସେବୀ ରଞ୍ଜନ ଜାଲ

ନିରିହ ପରିବାରକୁ ସାହାଯ୍ୟର ହାତ ବଢାଇଛନ୍ତି ସମାଜ ସେବୀ ରଞ୍ଜନ ଜାଲ

ଜୁନାଗଡ଼,୧୯/୦୧/(ମ ନି ସ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ଅଗ୍ରୱାଲ ନରସିଂହ ହୋମ ମେଡିକାଲରେ ନୀରିହ ରୋଗୀକୁ ସାହାଯ୍ୟ କରିଛନ୍ତି ବହୁଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ କୁମାର ଜାଲ। ସର୍ଗିଗୁଡ଼ା ଗ୍ରାମର ନୀରିହ ସୁମିତ୍ରା ସୁନାନୀ ମେଡିକାଲରେ ବହୁତ୍ ଅସୁବିଧାରେ ରହୁଥିଲେ,ରକ୍ତ ଓ ଅନ୍ୟାନ୍ୟ ସୁବିଧା ପାଇଁ ବହୁଜନ ସଂଗ୍ରାମ ସମିତି ସଭାପତି ଫୋନ ଯୋଗେ ଯୋଗାଯୋଗ କରିଥିଲେ। ତୁରନ୍ତ ଶ୍ରୀଯୁକ୍ତ ଜାଲ ଆସି ରକ୍ତ ସଂଗ୍ରହ କରି ଅନନ୍ତ କଟା ନାମକ ରୋଗୀଙ୍କୁ ଦେଇଛନ୍ତି। ଜରୁରୀ ପରିସ୍ଥିତିରେ ଏହି ସେବା ପ୍ରଦାନ କରିଥିବାରୁ ପୀଡିତା ଜଣକ ଏହି କାର୍ଯ୍ୟ ପାଇଁ ସ୍ୱେଚ୍ଛାସେବୀ ଶ୍ରୀ ଜାଲ ଙ୍କୁ ନିଜ ପ୍ରତିକ୍ରିୟା ରଖି ଧନ୍ୟବାଦ ଦେଇଛନ୍ତି। ପୀଡିତାକୁ ସାହାଯ୍ୟ କରିବା ସମୟରେ ବହୁଜନ ସଂଗ୍ରାମ ସମିତିର ବରିଷ୍ଠ କର୍ମକର୍ତ୍ତା ସମୂହ ଉପସ୍ଥିତଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

କେନ୍ଦୁମୁଣ୍ଡି ଗ୍ରାମରେ ଜଳକଷ୍ଟ 

masiha

ଏସଜି ଓମେନ୍ସ କଲେଜରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ଓକିଲ ସଂଘ ନିର୍ବାଚନ ଫଳାଫଳ; ସଭାପତି ଅକ୍ଷୟ ମହାନ୍ତି ଏବଂ ସଂପାଦକ ମନୋଜ ଦାସ 

masiha

Leave a Comment

error: Content is protected !!