ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଅଧୁରା ପ୍ରେମ କାହାଣୀ ଓଡ଼ିଆ ଚଳଚ୍ଚିତ୍ର ରେ ଶ୍ରୀତମ ଦାସ ଶ୍ରେଷ୍ଟ ଖଳନାୟକ ପୁରସ୍କୃତ

ଅଧୁରା ପ୍ରେମ କାହାଣୀ ଓଡ଼ିଆ ଚଳଚ୍ଚିତ୍ର ରେ ଶ୍ରୀତମ ଦାସ ଶ୍ରେଷ୍ଟ ଖଳନାୟକ ପୁରସ୍କୃତ 

ପାଞ୍ଚ ତାରକା ସିନେ ପୁରସ୍କାର ୨୦୨୪ ଦୁବାଇ ରେ ଅନୁଷ୍ଠିତ ହୋଇଯାଇଛି। ଓଲିଉଡ ଜଗତ ରେ ଏହା ଏକ ଐତିହାସିକ ଥିଲା। ବହୁତ୍ ନାମୀଦାମୀ କଳାକାର ଦୁବାଇ ରେ ଏହି ପୁରସ୍କାର ବିତରଣ କାର୍ଯକ୍ରମ ରେ ଉପସ୍ଥିତ ଥିଲେ, ସେଥିମଧ୍ୟରୁ ଶ୍ରୀତମ ଦାସ ଅନ୍ୟତମ। ମା ଦୁର୍ଗା ରଜତ ଜ୍ୟୋତି ପ୍ରଡକ୍ସନ ବ୍ୟାନର ରେ ନିର୍ମିତ ଓଡ଼ିଆ ସିନେମା “ଅଧୁରା ପ୍ରେମ କାହାଣୀ” ପାଇଁ ଶ୍ରେଷ୍ଟ ଖଳନାୟକ ପୁରସ୍କାର ଟି ଶ୍ରୀତମ ଦାସ ଙ୍କୁ ପ୍ରଦାନ କରାଯାଇଛି। ଦୁବାଇ ରେ ଅନୁଷ୍ଠିତ ସିନେ ପୁରସ୍କାର କାର୍ଯକ୍ରମ ରେ ଶ୍ରେଷ୍ଟ ଖଳନାୟକ ପୁରସ୍କାର ଟି ପାଇ ଶ୍ରୀତମ ଦାସ “ଅଧୁରା ପ୍ରେମ କାହାଣୀ” ର ସମସ୍ତ ଟିମ୍ ମେମ୍ବର ସହିତ ପ୍ରଯୋଜକ ରଜତ ମହାପାତ୍ର ଓ ଜ୍ୟୋତି କିଶୋର ଦାଶ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ସଂପର୍କ’ ଆୟୋଜିତ ଜାତୀୟ ନାଟକ ମହୋତ୍ସବ  ଉଦ୍‌ଘାଟନୀ ସନ୍ଧ୍ୟାରେ ଇତିହାସର ଅନନ୍ୟ କାହାଣୀ କାଳିଦାସ

masiha

ନୂଆ ଓଡ଼ିଆ ଚଳଚ୍ଚିତ୍ର ଜୟ ହିନ୍ଦ୍ ର ଫାଷ୍ଟ ଲୁକ୍ ଉନ୍ମୋଚନ

masiha

ମୁକ୍ତିଲାଭ କରିବ ‘ସମୀକ୍ଷା’

masiha

Leave a Comment

error: Content is protected !!