ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଳିଷ୍ଠ ସାମ୍ବାଦିକ ତଥା ହିନ୍ଦୁ ସଂଗଠନ ଅରୁଣ ପଣ୍ଡାଙ୍କ ବିୟୋଗରେ ବିଶ୍ଵ ହିନ୍ଦୁ ପରିଷଦର ଶୋକ     

ବଳିଷ୍ଠ ସାମ୍ବାଦିକ ତଥା ହିନ୍ଦୁ ସଂଗଠନ ଅରୁଣ ପଣ୍ଡାଙ୍କ ବିୟୋଗରେ ବିଶ୍ଵ ହିନ୍ଦୁ ପରିଷଦର ଶୋକ              

 ନବରଙ୍ଗପୁର –ବିଶ୍ଵ ହିନ୍ଦୁ ପରିଷଦ,ନବରଙ୍ଗପୁର ତରଫରୁ ଆଧ୍ୟତ୍ମବାଦୀ ସାମ୍ବାଦିକ ତଥା ଦୀର୍ଘ ଦିନ ଧରି ବିଶ୍ଵ ହିନ୍ଦୁ ପରିଷଦର ପ୍ରାନ୍ତ କାର୍ଯ୍ୟକର୍ତ୍ତାଭାବେ କାର୍ଯ୍ୟରତ ଅରୁଣ ପଣ୍ଡାଙ୍କ ଦେହାବସାନ କାରଣରୁ ଶୋକସଭା ପାଳନ କରାଯାଇଛି । ପ୍ରାନ୍ତ ଧର୍ମ ପ୍ରସାର ପ୍ରଶାସନିକ ପ୍ରମୁଖ ସର୍ବେଶ୍ଵର ତ୍ରିପାଠୀ ଶ୍ରୀ ପଣ୍ଡାଙ୍କ ଜୀବନାଦର୍ଶ ଓ ଓଡ଼ିଶାରେ ତାଙ୍କ ସମୟରେ ଆରମ୍ଭ ହୋଇଥିବା ଶ୍ରୀ ରାମଜନ୍ମଭୁମି ଆନ୍ଦୋଳନ ଓ ଏକକ ବିଦ୍ୟାଳୟ ବିଷୟରେ ଅବଗତ କରିଥିଲେ । ମାତୃଶକ୍ତି ପ୍ରମୁଖ ଶଶିରେଖା ପଟ୍ଟନାୟକ ତାଙ୍କ ମରଣ ଶ୍ରୀ ରାମଙ୍କ ପ୍ରତିଷ୍ଠା ପୂଜା ସମୟରେ ହୋଇଥିବାରୁ ସେ ମୋକ୍ଷ ଧାମକୁ ଯାଇଥିବାର କହିଥିଲେ ।ଆନନ୍ଦ ରାଓ,ବୁଲୁ ରଥ,ପ୍ରଶାନ୍ତ ରଥ,ବସନ୍ତ ପାତ୍ର,, ପଦ୍ମନାଭ ସାହୁ,ହରି ଶଙ୍କର ବିଷୋୟୀ ପ୍ରମୁଖ ଶୋକ ପ୍ରକାଶ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମହାନ୍ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂହ ଙ୍କ ୧୧୭ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ପକ୍ଷରୁ ପାଳିତ  ଶହୀଦ ଭଗତ ସିଂହ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବ ଛାତ୍ର ସମାଜ କୁ ଆହ୍ୱାନ ‌

Sunil Chandra Nayak

ବିଳରେ ରହିଛି ଧାନ ବର୍ଷା କୁ ଦେଖି ଚାଷୀ ଙ୍କ ଚିନ୍ତା 

masiha

ପାଗଳର ସେବା ସୁଶ୍ରୁଷା କରି ଉଦାହରଣ ସ୍ରୁଷ୍ଟି କଲେ

masiha

Leave a Comment

error: Content is protected !!