ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କର ୧୩୬ ତମ ଜନ୍ମମହାମହୋତ୍ସବ ତଥା ରାଇରଙ୍ଗପୁର ସତସଙ୍ଗ ବିହାରର ବାର୍ଷିକ ଉତ୍ସବ

ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କର ୧୩୬ ତମ ଜନ୍ମମହାମହୋତ୍ସବ ତଥା ରାଇରଙ୍ଗପୁର ସତସଙ୍ଗ ବିହାରର ବାର୍ଷିକ ଉତ୍ସବ

           ମୟୂରଭଞ୍ଜ :- ( ମସିହା)ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ ତମ ଜନ୍ମ ଏବଂ ରାଇରଙ୍ଗପୁର ସତସଙ୍ଗ ବିହାରର ବାର୍ଷିକ ଉତ୍ସବ ଅଁଳାଡୁବା ସ୍ଥିତ ସତସଙ୍ଗ ବିହାରରେ ପାଳିତ ହୋଇଯାଇଛି । ବ୍ରାହ୍ମମୂହୁର୍ତ୍ତରେ ବେଦମାଙ୍ଗଳିକ ଓ ନହବତ୍‌ ଉଷାକୀର୍ତ୍ତନ, ପ୍ରାତଃ ବୀନତି, ସଂଗୀତାଞ୍ଜଳି ପାଳିତ ହୋଇଯାଇଛି । ଶ୍ରୀମତି ଶୁଚିସ୍ମିତା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସେଥିରେ ଶ୍ରୀମତୀ ସୋନାଲି ବାରିକ ଓ ଦେବକୀ ପାତ୍ର ଭଜନ ପରିବେଷଣ କରିଥିଲେ । ସୁଶ୍ରୀ ରୁଚିଦା ଦାସ କୀର୍ତ୍ତନ ପରିବେଷଣ କରିଥିଲେ । ବାଙ୍ଗାଲରୁ ଆଗତ ଜୟଶ୍ରୀ ପଟ୍ଟନାୟକ ଆଦର୍ଶ ପରିବାର ଓ ସୁସ୍ଥ ସମାଜ ଗଠନ କରିବାରେ ପୂଜାନୀୟା ଲକ୍ଷ୍ମୀ ମାଆଙ୍କ ଭାବଧାରା କୁ ନେଇ ଉଲ୍ଲେଖ କରିଥିଲେ ମାତୃସମ୍ମୀଳନୀର ଅଧ୍ୟକ୍ଷା ଶ୍ରୀମତୀ ଶୁଚିସ୍ମୀତା ପଟ୍ଟନାୟକ ସମସ୍ତ ମାଆ ମାନଙ୍କୁ ଅନ୍ୟବାଦ ଅର୍ପଣ କରିଥିଲେ ।

      ପୂର୍ବାହ୍ନ ୧୧:୩୦ମି. ରେ ସତସଙ୍ଗ ସଦାଲୋଚନା ଶ୍ରୀଯୁକ୍ତ ହରିହର ଦାସ (ସ.ପ୍ର.ୠ)ଙ୍କ ଅଧକ୍ଷତାରେ ଆରମ୍ଭ ହୋଇଥିଲା ବାରିପଦାରୁ ଆଗତ ରାଧାକୃଷ୍ଣ ପ୍ରଧାନ ଏବଂ ତାଙ୍କ ଦଳ ଭଜନ, କୀର୍ତ୍ତନ, କୋରସ ପରିବେଷଣ କରିଥିଲେ ଏବଂ ଜ୍ୟୋତିମୋହନ ଭାଇ ଉଦଣ୍ଡ କୀର୍ତ୍ତନ ରେ ସମସ୍ତଙ୍କୁ ମତୁଆଲା କରିଦେଇଥିଲେ । ଆଲୋଚନା ଆରମ୍ଭରେ ଡଃ. ବିଚିତ୍ରାନନ୍ଦ ପଟ୍ଟନାୟକ (ସ.ପ୍ର.ୠ)ପ୍ରାରମ୍ଭିକ ସୂଚନା ଓ ପରିଚୟପତ୍ର ପ୍ରଦାନ କରିଥିଲେ । ବାଙ୍ଗାଲରୁ ଆଗତ ଶ୍ରୀଯୁକ୍ତ ପ୍ରିତୋଷ ପଟ୍ଟନାୟକ ସୁସ୍ଥ ପରିବାର ଓ ସମାଜ ଗଠନ ରେ ଶ୍ରୀ ଶ୍ରୀ ଠାକୁରଙ୍କ ଭାବଧାରା କୁ ନେଇ ଉଲ୍ଲେଖ କରିଥିଲେ । ତାପରେ ମୁଖ୍ୟ ଅତିଥି ମୋରଡ଼ା ବିଧାୟକ ଶ୍ରୀଯୁକ୍ତ ରାଜକିଶୋର ଦାସ ମହାଶୟ ଠାକୁରଙ୍କର ଜୀବଜଗତ ପାଇଁ ଅପାର ଦୟା ଏବଂ ତାଙ୍କ ନିଜ ଜୀବନ ଅନୁଭୂତି କଥା ପ୍ରାଞ୍ଜଳଭାବେ ଆଲୋଚନା କରିଥିଲେ । ଭୁବନେଶ୍ୱର ରୁ ଆଗତ ମୁଖ୍ୟବକ୍ତା ଶ୍ରୀଯୁକ୍ତ ଧନେଶ୍ୱର ମହାରଣା (ସ.ପ୍ର.ୠ) ଏକ ସୁସ୍ଥ ଆଦର୍ଶ ସମାଜ ଗଠନ କରିବାରେ ଶ୍ରୀ ଶ୍ରୀ ଠାକୁରଙ୍କର ଭାବଧାରା ଏବଂ ପୂଜନୀୟ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବ ଏବଂ ପୂଜନୀୟ ଅବିନ ଦା ଙ୍କର ପ୍ରଦତ୍ତ Dp Work ବିଷୟରେ ଆଲୋକପାତ କରିଥିଲେ । ପରିଶେଷରେ ଅଧ୍ୟକ୍ଷ ଶ୍ରୀ ଦାସ ସମସ୍ତଙ୍କୁ ଅନ୍ୟବାଦ ଅର୍ପଣ କରିଥିଲେ । ସକାଳୁ ପ୍ରତିକୂଳ ବାତାବରଣ ଥିଲେ ମଧ୍ୟ ସତସଙ୍ଗ କୁ ୧୫୦୦ ଭକ୍ତଙ୍କ ସମାଗମ ହୋଇଥିଲା । ୨ଜଣ ପୁନଃସରଣ ଓ ୧୦ଜଣ ଠାକୁରଙ୍କର ସତମନ୍ତ୍ର ଗ୍ରହଣ କରିଥିଲେ । ତତ୍ପରେ ରାଧାକୃଷ୍ଣ ପ୍ରଧାନ ଏବଂ ତାଙ୍କ ଦଳ ଛଡାର ଗାନ ପରିବେଷଣ କରିଥିଲେ ।Bhoomika Eye Hospital ରୁ ଡାକ୍ତର ମାନେ ମାଗଣା ଚକ୍ଷୁ ଚିକିତ୍ସା ଶିବିର କରିଥିଲେ ।ଭୋଗାବେଡ଼ା ର ଅନାଦୀ ପାତ୍ରଙ୍କ ନେତୃତ୍ୱରେ ଆଦିବାସୀ ନୃତ୍ୟ ଏବଂ ଗୋଡାପଳଶା ର (ଟାଟୋ)ଜଗଦୀଶ ବେହେରା ଓ ତାଙ୍କ ଦଳ ପାଲା ପରିବେଷଣ କରି ସମସ୍ତଙ୍କର ମନକୁ ରଞ୍ଜିତ କରିଥିଲେ । ପରିଶେଷରେ ଅଧ୍ୟକ୍ଷ ମହାଶୟ ବନ୍ଦେ ପୁରୁଷୋତ୍ତମ ଧ୍ଵନି ଦେଇ ସଭା ସାଙ୍ଗ କରିଥିଲେ ୧୫୦୦ ଭକ୍ତ ମା ଭାଇ ମାନେ ଭଣ୍ଡାର ଭୋଗ ଗ୍ରହଣ କରିଥିଲେ । ଏହି ଉତ୍ସବରେ କାବୁଲି ମହାନ୍ତି (ଯାଜକ) ବନଜ ଲଚନ ସାହୁ (ଯାଜକ), ଲଛମନ ଗିରି (ଯାଜକ), ଡଃ. ପ୍ରଣବେଶ ପଟ୍ଟନାୟକ (ଯାଜକ), ବିଜୟ କୁମାର ଦାସ(ଯାଜକ ), ଦେବାଶିଶ ମହାପାତ୍ର ( ଯାଜକ ), ସରଜ ଗିରି (ଯାଜକ), ଡଃ. ସାଇବା ମୁର୍ମୁ, ଡଃ. ଆରୁଣ ଗିରି, ମନୋଜ କୁମାର ସେଠି,ରାମଚନ୍ଦ୍ର ବିଶ୍ଵାଳ, ନରସିଂହ ଗିରି, ମୁରାରି ସାରଡ଼ା, ଆଲ୍ଲାଦ ଦାସ, ଚନ୍ଦନ ଚକ୍ରବର୍ତ୍ତୀ, ସର୍ବେଶ୍ଵର ମହାନ୍ତ, ଗୋକୁଳ ପାଣୀ,ବଳରାମ ବାରିକ,ଅବିଶେକ ପାଲ, ଭାସ୍କର ପ୍ରତିମ ପଟ୍ଟନାୟକ, ଚନ୍ଦ୍ରକାନ୍ତ ଗୋପାଲ, ପ୍ରତାପ ପାତ୍ର, ପ୍ୟାରୀ ମୋହନ ସାହୁ, ବାବୁଲାଲ ଗିରି, ଗୁରୁ ପ୍ରସାଦ ମହାକୁଡ଼, ରାଜା ବେହେରା , ଚତୁର୍ଭୁଜ ବେହେରା, ଜଗଦୀଶ ବେହେରା , ସୁଶାନ୍ତ ବେହେରା , ତ୍ରିଲୋଚନ ବେହେରା , ଶୁଭମ ବେହେରା , ଅମିର ଗିରି, ଅନୁ, ମନୁ, ଓମ ବିନ୍ଧାଣୀ, ପ୍ରଦୀପ ମହାନ୍ତ, ପ୍ରକାଶ ମହାନ୍ତ, ଜଗନ୍ନାଥ ମୁର୍ମୁ, ଆନନ୍ଦ, ବେହେରା ଦଶରଥ ବେହେରା , ଗାନେନ୍ଦ୍ର ଦଳେଇ, ହିରନ ବେହେରା ,ଗଙ୍ଗା ସାଗର ପାତ୍ର,ସୁଭଦ ମଣ୍ଡଳ, ଦିବାକର ମଣ୍ଡଳ, ଦିଲିପ କୁମାର ଲୋହାର ଓ ଅନ୍ୟାନ୍ୟ ସତସଙ୍ଗୀ ବୃନ୍ଦ ଏହି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନିଃସ୍ୱାର୍ଥ ସମାଜସେବା ବ୍ୟକ୍ତିତ୍ୱକୁ ସାର୍ଥକ କରେ – ପ୍ରଭୁଦତ୍ତ ସୁବୁଦ୍ଧି

Sunil Chandra Nayak

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତ

masiha

ସ୍କୁଲରେ ମୂର୍ତ୍ତି ବଦଳରେ ଫୋଟ ରଖି କଲେ ଗଣେଶ ପୂଜା,ସ୍କୁଲ ସଭାପତି ଓ ଅବିଭାବକ ମହଲରେ ଅସନ୍ତୋଷ 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort