ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ପ୍ରଭାରୀଙ୍କୁ ମଟର ସାଇକେଲ ଶୋଭାଯାତ୍ରାରେ ସ୍ଵାଗତ: ଓଡିଶା ର ଅସ୍ମିତା କୁ ନେଇ କଲେ ପ୍ରଶ୍ନ କଲେ :ଅଜୟ କୁମାର 

କଂଗ୍ରେସ ପ୍ରଭାରୀଙ୍କୁ ମଟର ସାଇକେଲ ଶୋଭାଯାତ୍ରାରେ ସ୍ଵାଗତ: ଓଡିଶା ର ଅସ୍ମିତା କୁ ନେଇ କଲେ ପ୍ରଶ୍ନ କଲେ :ଅଜୟ କୁମାର 

କନ୍ଧମାଳ, ତା,୨୪/୦୧ :(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ସଭାଗୃହ ଠାରୁ ସ୍ଵାଗତ କରିବା ସହ ଇଣ୍ଡିଆନ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରା କରି ସ୍ୱାଗତ କରଯାଇଥିଲା । ରାଜ୍ୟରେ କଂଗ୍ରେସ ବିରୋଧୀ ଦଳର ଭୂମିକା ନେଉଛି, ଏଠାରେ ବିଜେପ ବିଜେଡି ଲିଭିଙ୍ଗ ରିଲେସନ ରେ ସରକାର ଚାଲୁଛନ୍ତି । ରାଜ୍ୟରେ ମନ୍ତ୍ରୀ ବିଧାୟକ ମାନଙ୍କ ମଧ୍ୟରେ କିଛି ମଧ୍ୟ ମାନ ସମ୍ମାନ ନାହିଁ । ଓଡିଶା ର ଅସ୍ମିତା କୁ ନେଇ କଲେ ପ୍ରଶ୍ନ କଲେ ରାଜ୍ୟ ପ୍ରଭାରୀ ଅଜୟ କୁମାର । ରାଜ୍ୟରେ ଆଗାମୀ ଦିନରେ ସରକାର କିଏ କରିବ ଲୋକ କହିବେ । ଏହି ସ୍ଵାଗତ ସମବର୍ଦ୍ଧନ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ନକୁଳ ନାୟକ , ପିସିସି ସଦସ୍ୟ ମନୋଜ ଆଚାର୍ଯ୍ୟ ,ବାଲିଗୁଡା ସଭାପତି ସ୍ୱପ୍ନେଶ୍ଵର ସାହୁ, ଆଇବାର ନାୟକ ,ସିମାଞ୍ଚଳ ଆଚାର୍ଯ୍ୟ, ସୀତାରାମ ପଣ୍ଡା,ବିଳାସିନୀ ନାୟକ ,ଜେନାମଣି ମଲ୍ଲିକ, ,ମନୋଜ ମଲ୍ଲିକ ,ଟୁଟୁ ଆଚାରୀ ,ଉପେନ୍ଦ୍ର ପ୍ରଧାନ ,ଶ୍ୟାମ ବିନ୍ଧାଣି ,ବଳରାମ ଦୋରା ,ପ୍ରଫୁଲ ଦାସ ,ଜିତେନ୍ଦ୍ର ଦିଗାଳ ,ରୁଦା ମଲ୍ଲିକ ,ରବି ଚନ୍ଦ୍ର ପାତ୍ର ,ଅଜୟ ଦିଗାଳ ,ଆଲୋକ ନାୟକ ,ପିଣ୍ଟୁ ଆଚାର୍ଯ୍ୟ ,ଶ୍ୟାମଘନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଭବାନୀପାଟଣାରେ ସମାଜବାଦିପାର୍ଟି ବିଶାଳ ଶୋଭାଯାତ୍ରା କରି ସାଂସଦ ପ୍ରାର୍ଥୀ ଶିବ ହାତୀଙ୍କ ନାମାଙ୍କନ ପତ୍ର ଦାଖଲ

masiha

ସାଧାରଣ ନିର୍ବାଚନ ଆଖି ଆଗରେ ରଖି ଓଡ଼ିଶାରେ ଜୋରଦାର ପ୍ରସ୍ତୁତି ହେଉଛି ଆପ୍

Sunil Chandra Nayak

ସାମ୍ୱିଧାନିକ ପଦରେ ଥିବା ଦଳୀୟ ନେତାମାନେ ପଦର ମର୍ଯ୍ୟାଦା ରଖନ୍ତୁ: ବିଜେଡି

Sunil Chandra Nayak

Leave a Comment

error: Content is protected !!