ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

ନର୍ଲା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ 

ନର୍ଲା/ମସିହା /01/02/24 // ନର୍ଲା ଥାନାରେ ନୂତନ ଥାନାଧିକାରୀ ଭାବେ ମମତା ପାଣିଗ୍ରାହୀ ଦାୟିତ୍ୱ ଗ୍ରହଣ କରିଛନ୍ତି l ପୂର୍ବରୁ ଏହି ଥାନାରେ ଥିବା ଥାନାଧିକାରୀ ଗଙ୍ଗାଧର ମେହେରଙ୍କୁ ଆମ୍ବପାଣି ଥାନା କୁ ବଦଳି ହୋଇଯାଇଛି l ଶ୍ରୀମତୀ ପାଣିଗ୍ରାହୀ ଦାୟିତ୍ୱ ନେବା ପରେ ଥାନାର ସମସ୍ତ କର୍ମଚାରୀ ସ୍ୱାଗତ କରିଥିଲେ l ନର୍ଲା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସ୍ୱତନ୍ତ୍ର ଦୃଷ୍ଟି ସହ ଟ୍ରାଫିକ ସମସ୍ୟାକୁ ଗୁରୁତ୍ୱ ଦେବେ l ଏହା ସହ ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯିବା ସହ        ପୋଲିସ ପେଟ୍ରୋଲିଂକୁ କଡାକଡ଼ି ପାଳନ କରିବାକୁ ପ୍ରତିଶୃତି ଦେଉଛନ୍ତି l ଏହା ପୂର୍ବରୁ ଶ୍ରୀମତି ପାଣିଗ୍ରାହୀ ଜୟପାଟଣା ସହ ବିଭିନ୍ନ ଥାନାରେ ନିଜର କାର୍ଯ୍ୟ ସୂଚାରୁ ରୂପେ ତୁଲାଇଛନ୍ତି l

ଦୀପକ ଠାକୁର, ନର୍ଲା 

Related posts

କାର୍ତ୍ତିକ ପୂର୍ଣ୍ଣମା ଉପଲକ୍ଷେ ସେକ୍ଟର ୧୬ ଡିଏଭି ବିଦ୍ୟାଳୟ ତରଫରୁ ଶ୍ରଦ୍ଧା ଫାଉଣ୍ଡେସନ ପରିଭ୍ରମଣ

masiha

ରାଇରଙ୍ଗପୁର ଝାଡ଼ଖଣ୍ଡ ମୁକ୍ତିମୋର୍ଚା କାର୍ଯ୍ଯାଳୟ ଠାରେ ସମ୍ବିଧାନ ଦିବସ ପାଳିତ 

masiha

ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୟାକଳ୍ପ ପୁରସ୍କାର ପାଉଛି କିନ୍ତୁ ମୁଖ୍ୟ ଫାଟକ ନିକଟ କାଓ କେଚର ସ୍ଥିତି ଦୟନୀୟ    

Leave a Comment

error: Content is protected !!