ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଇସିଲେଟ ପଞ୍ଚସ୍ତରୀତମ ସାଧାରଣତନ୍ତ୍ର ଦିବସରେ ଶାସନ ଓ ପ୍ରଶାସନଙ୍କ ଭୂମିକା 

ଗାଇସିଲେଟ ପଞ୍ଚସ୍ତରୀତମ ସାଧାରଣତନ୍ତ୍ର ଦିବସରେ ଶାସନ ଓ ପ୍ରଶାସନଙ୍କ ଭୂମିକା 

ଦେଶରେ ବିଗତ ଦିନରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ କେତେ ସହିଦ ହୋଇ କେତେକ ଦେଶର ହିତସାଧାନ କରି ନାଁ ରଖି ତଥା ବିଦେଶୀ ହାତରୁ ଦେଶର ଖସଡ଼ା ତିଆରି କରି ଭବିଷ୍ୟତକୁ ଶାନ୍ତିର ବାଟ ତିଆରି କରି ଯାଇଥିବା ମହାପୁରୁଷ ମାନଙ୍କୁ ଦେଶବାସୀ ମନେରଖିବାର ଏଇ ଦିନରେ ମହାପୁରୁଷ ଡ଼କ୍ଟର ଭୀମ ରାଓ ବାବାସାହେବ ଆମ୍ବେଦକର ଅନ୍ୟତମ l ତାଙ୍କର ଜ୍ଞାନ ଓ ଶିକ୍ଷାର ଆଶୀର୍ବାଦରୁ ଆଜି ଦେଶବାସୀ ସ୍ୱାଧୀନତାର ସ୍ୱାଦ ଚାଖି ପାରିଛନ୍ତି l ଏହିପରି ଓଡିଶା ମାଟି ଉପାନ୍ତ ଅଂଚଳର କୋଶଲି ଭାଷାର ସଂଗୀତର ମୂର୍ଚ୍ଛନାରେ ବିଦେଶରେ ଢେଉ ତୋଲି ଅବୁଝା ଭାଷାର ସଂଗୀତରେ ମନମୁଗ୍ଧକର କରି ଗୋଡ଼ ହଲେଇ ନଚେଇ ଥିବା ଗାଇସିଲେଟ ନିକଟସ୍ଥ କନ୍ଦାଗାଡ଼ ଗାଁ ର ମହିୟସୀ ମହିଳା ଶ୍ରୀମତୀ ବେଟିଖାଇ ବରିହା, ଶାସନରେ ପ୍ରକୃତ ଅଧିକାରୀ ଗାଇସିଲେଟ ହାବିଲଦାର ଶ୍ରୀ ରାଜକୁମାର ଯୋଶୀ ଓ ପ୍ରକୃତ ଶିକ୍ଷକତା କରି ସୁକ୍ଷ୍ମ ଗାଁ ରୁ ଜିଲ୍ଲା ସ୍ତରରେ ଠିଆ କରିଥିବା ଶିକ୍ଷକ ଶ୍ରୀ ନରେନ୍ଦ୍ର କୁମାର ସାହୁ ତିନିଜଣ ଅଂଚଳର ଗୌରବ ଭାବରେ ଶାସନ ପ୍ରଶାସନଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି l ଏଥିରେ ବିଶିଷ୍ଠ ମଞ୍ଚାସିନ ଗାଇସିଲେଟ ତହସିଲଦାର ଶ୍ରୀ ଟିଟସ ମହାନନ୍ଦିଆ, ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଣୟ ସାହୁ ବି. ଡି. ଓ. ଶ୍ରୀ ଲକ୍ଷ୍ମଣ ମାଝୀ ବି.ଯେ. ପି .M P ନୋମିନି ଶ୍ରୀ ପ୍ରବୀଣ ପାଣିଗ୍ରାହୀ, Z P (2ଜୋନ )ଶ୍ରୀମତୀ ଝରଣା ପାଣିଗ୍ରାହୀ ସରପଞ୍ଚ ଶ୍ରୀ ଶରତ କାଲୋଙ୍କ କରକମଳରେ ପୁରସ୍କାର ଦେଇ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କାରର ଉତ୍ସାହରେ ମୁଗ୍ଧ କରିଥିଲେ l

ଗାଇସିଲେଟରୁ ଫକୀର ଦୀପଙ୍କ ରିପୋର୍ଟ

Related posts

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲାସ୍ତରୀୟ ଖରିଫ ୨୦୨୫ ପାଇଁ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ 

Sunil Chandra Nayak

ଗାଁ ଗଣ୍ଡା ମାନଙ୍କରେ ଉଜ୍ଵିଵୀତ ରହିଥିବା ଗ୍ରାମୀଣ ସଂସ୍କୃତିର ଦୁର୍ଲଭ ଚିତ୍ର 

masiha

Leave a Comment

error: Content is protected !!