ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ମାନୀତ ହେଲେ ଯୁବ ସାମ୍ବାଦିକ ଟିକଚନ୍ଦ ବାଗ 

ସମ୍ମାନୀତ ହେଲେ ଯୁବ ସାମ୍ବାଦିକ ଟିକଚନ୍ଦ ବାଗ 

ଜୁନାଗଡ଼୯/୨(ମନିସ) ଜୁନାଗଡ଼, ବ୍ଳକ ଅନ୍ତର୍ଗତ ଦାସିଗାଁ ଠାରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ସମ୍ମାନୀତ ହେଲେ ଯୁବ ସାମ୍ବାଦିକ ଟିକଚନ ବାଗ। ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଅତିଥି ମାନଙ୍କ ଗହଣରେ ଜୁନାଗଡ଼ ବ୍ଲକ ଭାଇସ ଚେରମେନ ପ୍ରମୋଦ ବେହେରା.ଦାସିଗାଁ ସରପଞ୍ଚ ପ୍ରମଦିନି ପ୍ରହରାଜ. ଯେ ଇ ସଞ୍ଜୟ ମଲିକ ଦ୍ୱାରା ଶ୍ରୀ ବାଗ ସମ୍ମାନୀତ ହୋଇଥିଲେ, । ଶ୍ରୀ ବାଗ ଏହି ଜିଲ୍ଲା ଅଞ୍ଚଳରେ ସାମ୍ବାଦିକ କ୍ଷେତ୍ରରେ ଯୁବ ମାନଙ୍କ ମଧ୍ୟରେ ଅନ୍ୟତମ,ସେ ଧରିତ୍ରୀ ଖବରକାଗଜ ଠାରୁ ତାଙ୍କ ସାମ୍ବାଦିକତା ଆରମ୍ଭ କରିଥିବାବେଳେ ବିଭିନ୍ନ ପତ୍ରପତ୍ରିକାରେ କାମ କରି ତାଙ୍କ ଜୀବନକାଳ ମଧ୍ୟରେ ଅନେକ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରି ପାରିଛନ୍ତି, ଏବେ ଏହି ଅଞ୍ଚଳକୁ ଆସୁଥିବା ପ୍ରାୟ ଖବରକାଗଜରେ ତାଙ୍କ ଦ୍ଵାରା ଲିଖିତ ଖବର ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ପ୍ରକାଶିତ ହୋଇ ଆସୁଛି,ସେ ଅନେକ ପତ୍ର ପତ୍ରିକା ପାଇଁ ଖବର ଲେଖିଦେଇ ଆସୁଥିବା ବେଳେ ଜିଲ୍ଲା ରେ ଅନେକ ପ୍ରତିନିଧି ସୃଷ୍ଟି କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରି ଜିଲ୍ଲା ବାସୀଙ୍କ ସେବା କରିଆସୁଛନ୍ତି, ଏଥିପାଇଁ ଶ୍ରୀ ବାଗଙ୍କ ସମର୍ଥକ ମାନଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଫୁଟାନଡ଼ା କୁନ୍ଦେଇ ସିଆର୍‌ପିଏଫ୍ କ୍ୟାମ୍ପ ରେ ଜନସମ୍ପର୍କ ଶିବିର ଅନୁଷ୍ଠିତ 

Sunil Chandra Nayak

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ

Sunil Chandra Nayak

ଟେକରତୋଳାରେ ବୃଦ୍ଧାଙ୍କ ମୃତ୍ୟୁ : ଅଂଶୁଘାତ ସନ୍ଦେହ 

masiha

Leave a Comment

error: Content is protected !!