ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ସାହିତ୍ୟିକ ସାତକୋଡ଼ି ହୋତା ଙ୍କ ବିୟୋଗରେ ଜୁନାଗଡ଼ ସାମ୍ବାଦିକ ସଂଘର ଶୋକସଭା

ବିଶିଷ୍ଟ ସାହିତ୍ୟିକ ସାତକୋଡ଼ି ହୋତା ଙ୍କ ବିୟୋଗରେ ଜୁନାଗଡ଼ ସାମ୍ବାଦିକ ସଂଘର ଶୋକସଭା

ଜୁନାଗଡ଼,୧୨/୨(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ବିଜ୍ଞାପିତ ଅଞ୍ଚଳ ପରିଷଦ ସଭଗୃହରେ ଆଜି ବିଶିଷ୍ଟ ସାହିତ୍ୟିକ ସାତକୋଡ଼ି ହୋତାଙ୍କ ବିୟୋଗରେ ଜୁନାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ଏକ ଶୋକସଭା ହୋଇଛି। ସଂଘ ସଭାପତି ହିମାଂଶୁ ଶେଖର ବରାଡ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରଥମେ ନୀରବ ପ୍ରାର୍ଥନା କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ଖିତୀ, ସନ୍ତୋଷ କୁମାର ସିଂଦେଓ ସର୍ଗତ ହୋତାଙ୍କ ବିଷୟରେ ଆଲୋକପାତ କରିଥିଲେ। ବୈଠକରେ ଜୁନାଗଡ଼ ନଗରପାଲ ମୁକେଶ ଅଗ୍ରୱାଲ, ବରିଷ୍ଟ ସାମ୍ବାଦିକ ଖଗେଶ୍ୱର ଧଙ୍ଗଡ଼ାମାଝୀ, ବିଭୁ ପାଢ଼ୀ, ରାକେଶ ବେମାଲ ପ୍ରମୁଖ ଉପସ୍ଥିତ ଥିଲେ। ଶୋକସଭା ପାରେ ଭୁବନେଶ୍ୱର ଠାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରାଯାଇଥିଲା।ଏବଂ ପିକଅପ ଭେନ ଓଲଟି ମୃତକଙ୍କ ଉଦ୍ଧେଶ୍ୟରେ ମଧ୍ୟ ନିରବ ପାର୍ଥନା କରିବା ସହ ମୃତକ ଓ ଆହତଙ୍କୁ ଉପଯୁକ୍ତ କ୍ଷତି ପୁରଣ ଦେବାକୁ ସରକାରଙ୍କ ଠାରେ ଦାବି କରାଯାଇଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ରାକ୍ଷୀ ପୁର୍ଣିମା ଅବସରରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ବଣ୍ଟନ  “ଜିଲ୍ଲାରୁ ଉପକୃତ ହେବେ ୭୬୬ମହିଳା”

Sunil Chandra Nayak

ନବରଙ୍ଗପୁର ରେ ଭିଜନ-୨୦୩୬ ଓ ୨୦୪୭ କାର୍ଯକ୍ରମ 

masiha

ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା 2025 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ

masiha

Leave a Comment

error: Content is protected !!