ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ ଜନତା ପାର୍ଟି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ

ଭାରତୀୟ ଜନତା ପାର୍ଟି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ 

ନବରଙ୍ଗପୁର-( ୧୨|୨ )ନବରଙ୍ଗପୁର ବିଧାନସଭା କୋଷାଗୁମୁଡା ବ୍ଲକ ବିଂଜିଲି ପଞ୍ଚାୟତ ଅନ୍ତର୍ଗତ lସିଆଳିମାଳ ଗୁଡା ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା lସିଆଳିମାଳ ଗୁଡା ଓ ଉକିଆପାଲି ଗ୍ରାମର ହରେ ସମରଥ, ଜଗନ୍ନାଥ ଭତରା, ଗୋପାଳ ଭତରା, ସନପତି ଭତରା, ଖଗ ଭତରା, ରଘୁନାଥ ଭତରା, ଦୁଲଭ ମାଝୀ, କୃପା ଭତରା, ଶଙ୍କର ସମରଥ, ମନସାଏ ମାଝୀ,ଦୟାରାମ, ନବିନ ପୂଜାରୀ, ପୁରନ ମାଝୀ, ଅଭିମନ୍ୟୁ ମାଝୀ, ତୁଳାରାମ ନାୟକ ଙ୍କ ସହ ଅନେକ ଯୁବକ, ଓ ମାଁ ଭଉଣୀ ମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନହିତକର ଯୋଜନା ଓ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ । ଶ୍ରୀ ଗୌରୀ ଶଙ୍କର ମାଝୀ ଉତ୍ତରୀୟ , ଟୋପି ପିନ୍ଧାଇ ସମସ୍ତଙ୍କୁ ସମ୍ବର୍ଦ୍ଧନା କରି ଦଳରେ ସାମିଲ କଲେ lଆଜିର ମିଶ୍ରଣ କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ସିମାଞ୍ଚଳ ବିଷୋୟୀ, ମଣ୍ଡଳ ସଭାପତି ଗୋପୀନାଥ ଭତରା, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ମାନକୁ ରାମ ଭତରା, ଦୟାସିନ୍ଧୁ ଭତରା , ମହନ କଲାର, ପ୍ରଚେଣ୍ଡା ଭତରା, ଧନେଶ୍ଵର ଭତରା ସହ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନାରୀଶକ୍ତି ବନ୍ଦ ଅଧିନିୟମ ସଂସଦରେ ପାରିତ ନ ହେବାରୁ କଂଗ୍ରେସ ଓ ବିରୋଧୀଙ୍କ ବିରୋଧରେ ପ୍ରତିବାଦ ଆସନ୍ତା କାଲି ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବିଶାଳ “ମହିଳା ଜନ ଆକ୍ରୋଶ ସମାବେଶ”: ଡା.ଐଶ୍ଚର୍ଯ୍ୟା ବିଶ୍ୱାଳ

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ସାଂସଦ ଓ ଜିଲ୍ଲା କଂଗ୍ରେସର ନୂତନ ସଭାପତିଙ୍କ ଗସ୍ତ

ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓଡ଼ିଶା କଂଗ୍ରେସ ସଭାପତି ନିଯୁକ୍ତ

masiha

Leave a Comment

error: Content is protected !!