ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ବନଖଣ୍ଡ ଅଧିକାରୀଙ୍କ ଯୋଗଦାନ 

ନୂତନ ବନଖଣ୍ଡ ଅଧିକାରୀଙ୍କ ଯୋଗଦାନ 

ରାୟଗଡ:- ତ ୧୪.୦୨.୨୦୨୪ ରିଖ ରେ ଶ୍ରୀ ଓହୋଲ ସଚିନ ଆନ୍ନାସାହେବ,ଆଇ.ଏଫ.ଏସ ( ୨୦୨୧ ବ୍ୟାଚ ) ରାୟଗଡ଼ ବନଖଣ୍ଡ ର ନୂତନ ବନଖଣ୍ଡ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ଶ୍ରୀ ଏସ. ଆନନ୍ଦ, ଆଇ.ଏଫ.ଏସଙ୍କ ଠାରୁ ଭାର ଗ୍ରହଣ କରିଛନ୍ତି । ଏସ ଆନନ୍ଦ ଗଜପତି ଓ ରାୟଗଡ ଦୁଇଟି ଜିଲ୍ଲାରେ ଗତ ୫.୦୯.୨୩ରୁ ଆଜି ପର୍ଯନ୍ତ ଦୀର୍ଘ ୫ମାସ ଧରି ଦାୟିତ୍ୱ ତୁଲାଉଥିଲେ l ନୂତନ ବନଖଣ୍ଡ ଅଧିକାରୀ ଶ୍ରୀ ନାନାସାହେବ ଏହାପୂର୍ବରୁ ଅନୁଗୁଳ ଜିଲ୍ଲାରେ ପ୍ରବେଶନର ଏସିଏଫ ଭାବରେ କାର୍ଯ୍ୟ ତୁଳlଉଥିଲେ l ନୂତନ ବନଖଣ୍ଡ ଅଧିକାରୀଙ୍କୁ ବିଭିନ୍ନ ମାହୋଲରୁ ସ୍ୱାଗତ କରିଛନ୍ତି l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ଵାରା ‘ଗାଁ ଆମ୍ବ ପସରା’ର ଶୁଭାରମ୍ଭ

ରାଇରଙ୍ଗପୁର କଲେଜ ଛକ ପେଟ୍ରୋଲ ପମ୍ପ ଛକରେବାଇକ୍ ବାଇକ୍ ମୁହାଁମୁହିଁ,ଜଣେ ମୃତ ଜଣେ ଗୁରୁତର 

masiha

ରାଇରଙ୍ଗପୁରରେ ଭୋଟର ସଚେତନତା ରଥକୁ ଶୁଭାରମ୍ଭ କଲେ ମୟୂରଭଞ୍ଜ ଜିଲ୍ଲାପାଳ

masiha

Leave a Comment

error: Content is protected !!