ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୁଳସୀ କ୍ଷେତ୍ର ହେଲ୍ପ ଫାଉଣ୍ଡେସନ ପକ୍ଷରୁ ଫୁଲୱାମା ସହିଦ୍ ଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ

ତୁଳସୀ କ୍ଷେତ୍ର ହେଲ୍ପ ଫାଉଣ୍ଡେସନ ପକ୍ଷରୁ ଫୁଲୱାମା ସହିଦ୍ ଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ

ରାଜନଗର ବ୍ଲକ୍ ଚାନ୍ଦୀବାଉଁସମୁଳ ପଞ୍ଚାୟତ ବରଗାଁ ସ୍ଥିତ ମା ମାଟିଆ ମଙ୍ଗଳା ପୀଠରେ ତୁଳସୀ କ୍ଷେତ୍ର ହେଲ୍ପ ଫାଉଣ୍ଡେସନ ପକ୍ଷରୁ ଫୁଲୱାମା ସହିଦଙ୍କ ଉଦ୍ଧେଶ୍ୟରେ କ୍ୟା କ୍ୟାଣ୍ଡଲ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ସହିଦ୍ ସମସ୍ତ ବିର ଯବାନଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା। ସମ୍ପାଦିକା ମଧୁସ୍ମିତା ପରିଡ଼ା,କୋଷାଧ୍ୟକ୍ଷ ମାନସ ନାୟକ,ବିକ୍ରମ ରାଉଳ,ନିହରିକା ପାତ୍ର,ସୁପ୍ରଭା ରାଉତ, ସିପାଲି ପାଢ଼ୀ, ଅଶାଲତା ସ୍ବାଇଁ,ସବିତା ରାଉତ,ଲୁସି ଭୂୟାଁ,ଅର୍ପିତା ପରିଡ଼ା,ଆନନ୍ଦ ସ୍ବାଇଁ,ତାନିଶା ପାତ୍ର,ପ୍ରତୁଶା ପରିଡ଼ା ପ୍ରମୁଖ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ।

କେନ୍ଦ୍ରାପଡାରୁ ସମୀର କୁମାର ପ୍ରଧାନଙ୍କ ରିପୋର୍ଟ ମସିହା ନ୍ୟୁଜ୍।

Related posts

ଶୁଣ୍ଢୀକାଟେଣୀ ବାଘମୁଣ୍ଡା ରାସ୍ତା ରେ ଉନ୍ନତିକରଣ ମଂଜୁର

Sunil Chandra Nayak

ତମାଖୁ ମୁକ୍ତ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଲକ୍ଷ୍ମୀପୁର ଖେରୀ ଗଣହତ୍ୟା ର ସ୍ମାରକୀ ଦିବସ ରେ ଦେଶବ୍ୟାପୀ କଳା ଦିବସ ଓ ବିକ୍ଷୋଭ

masiha

Leave a Comment

error: Content is protected !!