ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରପଞ୍ଚଙ୍କ ରାଜସ୍ଥାନସ୍ଥିତ ପିରାମଲ ସ୍କୁଲ ଅଫ ଲିଡରସିପଠାରେ ତିନି ଦିବସୀୟ କର୍ମଶାଳା

ସରପଞ୍ଚଙ୍କ ରାଜସ୍ଥାନସ୍ଥିତ ପିରାମଲ ସ୍କୁଲ ଅଫ ଲିଡରସିପଠାରେ ତିନି ଦିବସୀୟ କର୍ମଶାଳା

ରାୟଗଡା :- ଆକାଂକ୍ଷା ଭାରତ ସହଯୋଗୀ କାର୍ଯ୍ୟକ୍ରମ ଅନ୍ତଗର୍ତ ଓଡିଶାର ୧୦ଟି ଆକାଂକ୍ଷା ଜ଼ିଲ୍ଲା ଓ ୨୦ଟି ଆକାଂକ୍ଷା ବ୍ଲକର ଚୟନିତ ସରପଞ୍ଚ ମାନଙ୍କୁନେଇ ତିନିଦିନର ପ୍ରଶିକ୍ଷଣ ପିରାମଲ ଫାଉଣ୍ଡେସନ୍ ପ୍ରତିନିଧିଙ୍କ ଦ୍ୱାରା ଓଡିଶା,ଛତିଶଗଡ଼, କେରଳ,ଝାଡ଼ଖଣ୍ଡ ଓ ହିମାଚଳ ପ୍ରଦେଶର ସମସ୍ତ ସରପଞ୍ଚମାନଙ୍କ ମଧ୍ୟରେ ନିଜର ବ୍ୟକିତିତ୍ବକୁ ବୁଝିବା,ଦଳଗତ କାର୍ଯ୍ୟକରିବା,ଗ୍ରାମ ପଞ୍ଚାୟତର କାର୍ଯ୍ୟଶୈଳୀକୁ ବୁଝିବା,ଗ୍ରାମ ପଞ୍ଚାୟତ ସ୍ତରୀୟ ଯୋଜନା ଓ ସୁବିଧା ପ୍ରଦାନକାରୀ ଦଳର ପଞ୍ଚାୟତ ବିକାଶ ଯୋଜନା ବନେଇବାରେ ଭୂମିକା,ନିରନ୍ତର ବିକାଶ ଲକ୍ଷ୍ୟକୁ ସ୍ତାନୀୟକରଣ କରିବା ସହ ଶିଶୁପ୍ରିୟ,ସୁସ୍ଥ,ମହିଳା ଅନୁକୂଳ,ସ୍ୱଛ ଓ ସବୁଜ ଗ୍ରାମ ଏବଂ ପର୍ୟାପ୍ତ ଜଳଥିବା ଗ୍ରାମ ବନେଇବାରେ ସରପଞ୍ଚଙ୍କ ଭୂମିକାକୁ ନେଇ ଏହି ପ୍ରଶିକ୍ଷଣରେ ଶିଖାଯାଇଥିଲା |ସରପଞ୍ଚ ମାନେ ଉତ୍ସାହର ସହ ଶିଖିବା ସହ ଆଗାମୀଦିନରେ ନିଜର ଗ୍ରାମ ପଞ୍ଚାୟତକୁ ସଶକ୍ତ ବନେଇବାନେଇ ସଂକଳ୍ପ ନେଇଥିଲେ |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଏକ୍ ପେଡ୍ ମା କେ ନାମ୍ ୨.୦ ଆୟୋଜିତ

Sunil Chandra Nayak

ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ମୃତ୍ୟୁ 

Sunil Chandra Nayak

ଡାବୁଗାଁରେ ୭୬ ସାଧାରଣତନ୍ତ୍ର ଦିବସ ପାଳିତ 

masiha

Leave a Comment

error: Content is protected !!