ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

 ଚିଲିଗୁଡା ( ମ ନି ସ)  : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କରଚଳ। ସ୍ୱାମୀ ଚିଦାନନ୍ଦ ମହା ବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି ।ଏହି ତାଲିମ ଶିବିରରେ ୪୦ ଜଣ ଛାତ୍ରୀ ଭାଗ ନେଇଥିଲେ ।ଏଥିରେ ୧୦ ଦିନ ଧରି ଛାତ୍ରୀ ମାନେ ତାଲିମ ନେଇଥିଲେ ।ଆତ୍ମ ସୁରକ୍ଷା ତାଲିମ ଶିବିରର ଉଦଯାପିତ କାର୍ଯ୍ୟକ୍ରମ ରେ କଲେଜ ଅଧକ୍ଷ ହିମାଂଶୁ ମୋହନ ସିଂ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଶିବିରର ଲକ୍ଷ୍ୟ ଓ ଉଦେଶ୍ୟ ନେଇ ଆଲୋକପାତ କରିଥିଲେ ।ଏଥିରେ ସମନ୍ୱିତ ଅତିଥିଭାବେ ଜୟ କିଶନ ବେହେରା ପ୍ରୋଗ୍ରାମ ଅଧିକାରୀ ଯୋଗ ଦେଇଥିବା ବେଳେ କଲେଜ ଅଧ୍ୟାପକ ଭବାନୀ ଶଙ୍କର ପଣ୍ଡା ,ସୁଧୀର କୁମାର ପଣ୍ଡା ଏବଂ ଭାରତ ଭୂଷଣ ମୁଣ୍ଡ ଯୋଗଦ।ନ କରି ଛାତ୍ରୀ ମାନଙ୍କୁ ତାଲିମ ବିଷୟରେ ମାର୍ଗ ଦର୍ଶନ କରିଥିଲେ ।ଏଥିରେ ପି ଆଇ କଲେଜର ପ୍ରଶିକ୍ଷିକ। ରୁବିତା ନ।ଏକ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ସାଟିଫିକେଟ ପ୍ରଦାନ କରାଯାଇ ଥିଲା ।ଓଡ଼ିଆ ଅଧ୍ୟାପକ ସୁବାଷ ଚନ୍ଦ୍ର ମେହେର ଧନ୍ୟବାଦ ପ୍ରଦାନ କରିଥିଲେ ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବସ୍ତରେନ ମାଉଲିଙ୍କ ଆଷାଢ କେନା ମଣ୍ଡେଇ ଯାତ୍ରା, ଲାଠିଯାତ୍ରା ଓ କଣ୍ଟା ଦୋଳିରେ ଝୁଲିଲେ କାଲିସି 

Sunil Chandra Nayak

ଭଏସ ଅଫ ୱେଷ୍ଟର୍ଣ ଓଡ଼ିଶା ପକ୍ଷରୁ ଲିପ୍ସା ମହାରଣା ସମ୍ବର୍ଦ୍ଧିତ

Sunil Chandra Nayak

ଉଦାହରଣ ଟ୍ରଷ୍ଟ ର ତୃତୀୟ ସହୀଦ ସମ୍ମାନ ସମାରୋହ ଆସନ୍ତା ୧୪ ରେ……

masiha

Leave a Comment

error: Content is protected !!