ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫରଙ୍ଗ ପିଇଓ ତ୍ରିଲୋଚନ ନାଇକ ଙ୍କ ଅକସ୍ମାତ ଦୁର୍ଘଟଣା

ଗୋଳାମୁଣ୍ଡା/ମସିହା/୫/୪/୨୨/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ଫରଙ୍ଗ ଓ ଫୁଣ୍ଡା ପଞ୍ଚାୟତ ପିଇଓ ତ୍ରିଲୋଚନ ନାଇକ ଆଜି ଧର୍ମଗଡ଼ ରୁ ନିଜ ଗ୍ରାମ ବଡ଼ପୁଝାରି ଗୁଡା କୁ ନିଜ ସହଧାର୍ମିନ ଙ୍କ ସହ ଯାଉ ଥିବା ବେଳେ ପର୍ଲା ନିକଟରେଏକ କୁକୁର ହାବୁଡ଼ରେ ପଡି ଅଚାନକ ନିଜ ବୁଲେଟ ଗାଡିରୁ ପଡିଯିବାରୁ ଶ୍ରୀ ନାଇକ ହାତ ଗୋଡ଼ ମୁହଁ ଖଣ୍ଡିଆ ଖାବରା ହୋଇ ଥିବାବେଳେ ତାଙ୍କ ସହ ଧର୍ମିଣୀ ଙ୍କ ଡାହାଣ ହାତର ମଣିବନ୍ଦ ଠାରେ ହାଡ ଭାଙ୍ଗି ଯାଇଥିଲା,ତାଙ୍କର ସମ୍ପର୍କଲୋକେ ଖବର ପାଇବାରୁ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ଼ ମେଡିକାଲ ଆଣି ଚିକିତ୍ସା କରା ଯାଉଛି,ଉକ୍ତ ଖବର ଶୁଣି ଫରଙ୍ଗ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ପୂର୍ଣଚନ୍ଦ୍ର ଭୋଇ, ଜିଆରଏସ,ଓଁମ ପ୍ରକାଶ ସୁନାନୀ,କାଳିଆ ଭୋଇ,କୁନା ପଧାନ, ଓ ପିତମ ନାଇକ ତଥା ତାଙ୍କ ପରିବାର ପକ୍ଷରୁ ଆସି ମେଡିକାଲ ରେ ସହଯୋଗ କରିଥିଲେ,

ଗୋଳାମୁଣ୍ଡା ବ୍ଲକ ରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,

Related posts

ବିଜ୍ଞାପନରେ ଠକିବା ମହଙ୍ଗା ପଡ଼ିବ, ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ

Sunil Chandra Nayak

ଧର୍ମଗଡ ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ

Sunil Chandra Nayak

ଭିଜିଲାନ୍ସ ରେଡ ୨୮ ହଜାର ଜବତ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଗିରଫ

Sunil Chandra Nayak

Leave a Comment

error: Content is protected !!