ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ମେଧାଅନ୍ବେଷଣ ଫଳାଫଳ

ପ୍ରକାଶ ପାଇଲା ମେଧାଅନ୍ବେଷଣ ଫଳାଫଳ

ବାଲେଶ୍ଵର,୦୭/୩/୨୪- ଗତ ତା ୦୩/୩/୨୪ ରିଖରେ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ଅନଲାଇନ ମାଧ୍ୟମରେ ରାଜ୍ୟ ସ୍ତରୀୟ ମେଧାଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ମାନେ ଭାଗ ନେଇଥିଲେ । ଯଥା- (୧) ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର (୨) ସରୋଜିନୀ ଜେନା, ଚାଷୀଖଣ୍ଡ, ଜଗତସିଂହପୁର (୩) ରେଖାଶ୍ରୀ କବି, ବାଲେଶ୍ଵର (୪) ଅଧ୍ଯାପିକା ସମାପ୍ତି ବେହେରା, ବାରିପଦା, ମୟୂରଭଞ୍ଜ (୫) ମାଧବ ମାଝୀ, କେରମେଲି, ନୂଆପଡା (୬) ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ, ଡେରାବିଶ, କେନ୍ଦ୍ରାପଡା (୭) ଅଶୋକ କୁମାର ନାୟକ, କେନ୍ଦୁଢିପି, ନୟାଗଡ଼ (୮) ଗୀତା ମଞ୍ଜରୀ ଦାସ, ବରପଦା, ବାଲେଶ୍ଵର (୯) ସୁଶ୍ରୀ ବାଗ୍ମୀତା ମହାପାତ୍ର, ବିଜ୍ଞାନ ଛାତ୍ରୀ, ବାଲେଶ୍ଵର (୧୦) ରେଖାଶ୍ରୀ ବାରିକ୍, ଭୋଗପୁର, ଖଇରା, ବାଲେଶ୍ଵର (୧୧) ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର (୧୨) ଓମ୍ ପ୍ରକାଶ ନାୟକ, ନବମ ଶ୍ରେଣୀ, ସରସ୍ୱତୀ ଶିଶୁ ମନ୍ଦିର, ବାଲିଆ, ବାଲେଶ୍ଵର (୧୩) ସତ୍ୟବ୍ରତ ଦାସ, ବର୍ତ୍ତନା, ରେମୁଣା, ବାଲେଶ୍ଵର (୧୪) ଦୀପ୍ତି ବେହେରା, ଦଶମ ଶ୍ରେଣୀ, ସରସ୍ୱତୀ ଶିଶୁ ମନ୍ଦିର, ବାଲିଆ, ବାଲେଶ୍ଵର (୧୫) କୌଶିକ କଲ୍ୟାଣ ସାହୁ, ଦଶମ ଶ୍ରେଣୀ, ସରସ୍ୱତୀ ଶିଶୁ ମନ୍ଦିର, ବାଲିଆ, ବାଲେଶ୍ଵର (୧୬) ଆଦିତ୍ୟ ମିଶ୍ର, ଦଶମ ଶ୍ରେଣୀ, ସରସ୍ୱତୀ ଶିଶୁ ମନ୍ଦିର, ବାଲିଆ, ବାଲେଶ୍ଵର (୧୭) ଅନ୍ନପୂର୍ଣ୍ଣା ସାହୁ, ବାଲିଅନ୍ତା, ଭୁବନପୁର, ଖୋର୍ଦ୍ଧା (୧୮) ସୁଧାରାଣୀ ପାଣିଗ୍ରାହୀ, ବରପାଲି, ବରଗଡ଼ (୧୯) ଲକ୍ଷ୍ମୀ ବଗର୍ତ୍ତୀ, ଟିଟିଲାଗଡ଼, ବଲାଙ୍ଗୀର (୨୦) ସିଦ୍ଧାର୍ଥ ପରମାଣିକ, ନଵମ ଶ୍ରେଣୀ, ଶିଶୁ ମନ୍ଦିର ବାଲିଆ, ବାଲେଶ୍ଵର ପ୍ରମୁଖ ଭାଗ ନେଇଥିଲେ । ପ୍ରଶ୍ନ ଦେଇଥିଲେ ଏବଂ ସମୀକ୍ଷା କରିଥିଲେ ଅନୁଷ୍ଠାନର ସଭାପତି ଡକ୍ଟର ନାରାୟଣ ଚନ୍ଦ୍ର ସେନାପତି । ତାଙ୍କ ସମୀକ୍ଷାରୁ ଅକ୍ଷୟ କୁମାର ନାୟକ ପ୍ରଥମ ସ୍ଥାନ, ଗୀତା ମଞ୍ଜରୀ ଦାସ ଦ୍ୱିତୀୟ ସ୍ଥାନ ଓ ଓମ୍ ପ୍ରକାଶ ନାୟକ ତୃତୀୟ ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି । ସାଧାରଣ ଜ୍ଞାନ ବିଷୟରେ କିଏ କେତେ ପାରଙ୍ଗମ ଏହି ପ୍ରତିଯୋଗିତା ମାଧ୍ୟମରେ ସେମାନଙ୍କ ଦକ୍ଷତା ମପାଯାଇଥାଏ । ଯାହା ଫଳାଫଳରୁ ଜଣାପଡିଛି ଯେ ସାଧାରଣ ଜ୍ଞାନ ବିଷୟରେ ଦକ୍ଷତା ରହିଛି । ଅନୁଷ୍ଠାନ ତରଫରୁ ପ୍ରତିଯୋଗୀ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନକୁ ଡିଜିଟାଲ ପତ୍ର ପ୍ରଦାନ କରାଯିବ । ଆଗକୁ ଏହିପରି ମେଧାଅନ୍ବେଷଣ କାର୍ଯ୍ୟକ୍ରମ ଜାରି ରହିବ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚିଲିଗୁଡା ଇଂଲିଶ ମେଡିୟମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ସଂକଳ୍ପ ସପ୍ତାହ ର କାର୍ଯ୍ୟକ୍ରମରେ ମନ କିଣିଲା ମାଣ୍ଡିଆ ଖାଦ୍ୟ

masiha

ଡାବୁଗାଁ ରେ ମାଟ୍ରିକ ପରୀକ୍ଷା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!