ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାନ୍ଦିପୁର ଗ୍ରାମରେ ହାତୀ ଆତଙ୍କ

ଭାନ୍ଦିପୁର ଗ୍ରାମରେ ହାତୀ ଆତଙ୍କ

ବସ୍ତା 17/03 :ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଭାନ୍ଦିପୁର ଗ୍ରାମରେ ରବିବାର ଅପରାହ୍ନ ସମୟରେ ହାତୀ ଆତଙ୍କ ଦେଖିବାକୁ ମିଳିଛି।ତେବେ ହାତୀ ପାଖ ବଣଦେଇ ହାତୀ ଏହି ଗ୍ରାମରେ ରେ ପ୍ରବେଶ କରିଥିଲେ। ଏଠାରେ ଗ୍ରାମରେ ଥିବା ବିଭିନ୍ନ ଲୋକଙ୍କ ଘରେ ଥିବା ଧାନ ଚାଉଳ ନଷ୍ଟ କରିବା ସହିତ ଚାଷଜମି ଓ ଗଛପତ୍ର ଭାଙ୍ଗିଥିଲେ। ପରେ ବନବିଭାଗ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ହାତୀ କୁ ପାଖ ଜଙ୍ଗଲକୁ ଛାଡିଥିବା ଜଣାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବିଷାକ୍ତ ଦ୍ରବ୍ୟ ଖାଇ ବୃଦ୍ଧଙ୍କ ଆତ୍ମହତ୍ୟା

Sunil Chandra Nayak

ଚାଷୀମୂଲିଆ ଆଦିବାସୀ ସଂଘ ତରଫରୁ ବିଶ୍ଵ ଆଦିବାସୀ ଦିବସ ଓ ସାଥୀ କେଣ୍ଡୁକା ଅର୍ଜୁନ ଙ୍କ ଶ୍ରଦ୍ଧାଞ୍ଜଳି ଦିବସ ଧୁମ ଧାମ ରେ ପାଳିତ 

Sunil Chandra Nayak

କୃତଜ୍ଞତା ଜ୍ଞାପନ

masiha

Leave a Comment

error: Content is protected !!