ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୃଥିବୀ ପାଇଁ ମାତ୍ର ଏକ ଘଣ୍ଟା,  ମାର୍ଚ୍ଚ ୨୩ ତାରିଖରେ ମାତ୍ର ଏକଘଣ୍ଟା ପାଇଁ ବନ୍ଦ ରହିବ ଲାଇଟ୍ 

ପୃଥିବୀ ପାଇଁ ମାତ୍ର ଏକ ଘଣ୍ଟା 

ମାର୍ଚ୍ଚ ୨୩ ତାରିଖରେ ମାତ୍ର ଏକଘଣ୍ଟା ପାଇଁ ବନ୍ଦ ରହିବ ଲାଇଟ୍ 
ପୃଥିବୀ ର ସୁରକ୍ଷା ପାଇଁ ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା କୁ ପ୍ରସାର କରିବା ତତ୍ ସହିତ ବିଶ୍ବ ପାଣିପାଗ ପରିବର୍ତ୍ତନ ର ସମାଧାନ ପରିକଳ୍ପେ ଏହି ଆର୍ଥ ଆୱର ପାଳନ କରାଯାଉଛି l
୨୦୦୭ ମସିହାରେ ସିଡିନି ସହରରେ ଏହା ଆରମ୍ଭ ହୋଇଥିଲା l ପରେଏହି ଆର୍ଥ ଆୱର୍ କୁ ୨୦୧୦ ମସିହାରେ ଆମେରିକାର ସମର୍ଥନ ରେ ସାରା ବିଶ୍ବର ୮୮ଟି ରାଷ୍ଟ୍ରର ୪୦୦୦ ମହାନଗରୀରେ ମାର୍ଚ୍ଚ ମାସର ଚତୁର୍ଥ ଶନିବାର ଦିନ ଏହାକୁ ପାଳନ କରାଯାଉଛି l
 ଆସନ୍ତୁ ,ଆମେ ଓଡିଶାବାସୀଏହି ଜୈବିକ ଅଭିଯାନରେ ସାମିଲ୍ ହୋଇ ପୃଥିବୀ ମା ଙ୍କୁ ଏକ ଘଣ୍ଟା ଉତ୍ସର୍ଗ କରିବା l ଆଜି ରାତି ୮.୩୦ ମିନିଟ୍ ରୁ ୯.୩୦ ମିନିଟ୍ ପର୍ଯ୍ୟନ୍ତ ଆମ ଘରେ ତଥା ଅଫିସରେ ସମସ୍ତ ବୈଦୁତିକ ଉପକରଣ ଓ ଅନାବଶ୍ୟକ ଲାଇଟ୍ କୁ ସ୍ୱିଜ୍ ଅପ ରଖିବା
ଆସନ୍ତୁ, ଆମ ଭବିଷ୍ୟତକୁ ଗଢ଼ିବା
ସଚେତନତା ଅଭିଯାନରେ

 ” ମସୀହା ନିଉଜ୍ “

ପ୍ରସ୍ତୁତି:

ନାୟକ ଅକ୍ଷୟ ରାଜହସ୍ତୀ

Related posts

ଚୁକ୍ତିଭିତିକ ଉଚ୍ଛେଦ ପାଇଁ ପୋଷ୍ଟ କାର୍ଡ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କନିଷ୍ଠ ଶିକ୍ଷକ

Sunil Chandra Nayak

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୨ ଟି ଅଭିଯୋଗର ଶୁଣାଣି 

masiha

ରାଜ୍ୟ ହୋଟେଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟରେ ପଢିବେ ୨ ଆଶ୍ରମର ବାଳିକା 

Sunil Chandra Nayak

Leave a Comment

error: Content is protected !!