ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଶିଆ ଚଟାଣ ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରକୁ ଓଲଟିଲା ଟ୍ରକ ଚାଳକ ଆହତ

କାଶିଆ ଚଟାଣ ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରକୁ ଓଲଟିଲା ଟ୍ରକ ଚାଳକ ଆହତ

ବସ୍ତା,24/03 :ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ରବିବାର ମଧ୍ୟାହ୍ନ ସମୟରେ କାଶିଆ ଚଟାଣ ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରକୁ ଓଲଟିଲା ଟ୍ରକ l ଚାଳକ ଆହତ ହୋଇ ଲଙ୍ଗଳେଶ୍ୱର ପ୍ରାଥମିକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାୟୀ ଉକ୍ତ ଟ୍ରକଟି କସାଫଳ ମୁହାଣରୁ ବାହାରି ଜାମସୁଳି ଅଭିମୁଖେ ଯାଉଥିବା କାଶିଆ ଚଟାଣ ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରକୁ ଓଲଟିଲା ପଡିଥିଲା l ଫଳରେ ଚାଳକ ଆହତ ହୋଇଥିଲେ l ସ୍ଥାନୀୟ ଲୋକେ ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଲଙ୍ଗଳେଶ୍ୱର ପ୍ରାଥମିକ ଡାକ୍ତରଖାନାକୁ ପଠାଇଥିଲେ l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟଳୟରେ ମୋ ଖତ ବିକ୍ରୟ କେନ୍ଦ୍ର ଉଦଘାଟିତ

Sunil Chandra Nayak

ଉତ୍କଳ ପରିଷଦ ର ସପ୍ତଦଶ ସ୍ଵ ନକ୍ଷତ୍ର ଦିବସ ପାଳନ 

ପ୍ରବଳ ଜାଡ଼ରେ ଥରୁଛି ଲାଞ୍ଜିଗଡ଼ ବ୍ଲକ

Sunil Chandra Nayak

Leave a Comment

error: Content is protected !!