ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁହାଶିଳା ସାନ୍ତାଳୀ ଵିଦ୍ଯାଳୟ ପରିସରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ 

ଲୁହାଶିଳା ସାନ୍ତାଳୀ ଵିଦ୍ଯାଳୟ ପରିସରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ 

  ମୟୂରଭଞ୍ଜ- ୨୪/୦୩ ( ମସିହା) ପୂର୍ବରୁ ଯକ୍ଷ୍ମା ରୋଗ ହେଲେ ଏଥିରୁ ମୁକ୍ତି ପାଇବା ବା ଆରୋଗ୍ୟ ହେବା ଅତ୍ୟନ୍ତ କଷ୍ଟକର ବୋଲି ଜନସାଧାରଣରେ ଏକ ପ୍ରକାରର ବିଶ୍ୱାସ ରହିଥିଲା l ମାତ୍ର ଆଧୁନିକ ଯୁଗରେ ସମସ୍ତ ପ୍ରକାରର ଦୁରାରୋଗର ଚିକିତ୍ସା ପଦ୍ଧତି ସହିତ ଏହାର ଔଷଧ ମଧ୍ୟ ବାହାରି ସାରିଲାଣି l ଦେଖିବାକୁ ଗଲେ ସମସ୍ତ ପ୍ରକାରର ରୋଗ ପ୍ରତିରୋଧ ପାଇଁ ଔଷଧ ସମସ୍ତ ଚିକିତ୍ସାଳୟଗୁଡିକରେ ମିଳୁଅଛି l ବିଜାତଳା ବ୍ଲକର ଲୁହାଶିଳାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀ ବିଦ୍ୟାଳୟ ପରିସରରେ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି l ଯକ୍ଷ୍ମା ରୋଗର ଚି଼ହ୍ନଟ ସହିତ ଏହାର ନିରାକରଣ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲାl l ଏଥିରେ ଗଣେଶ୍ଵର ହାଁସଦା, ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସେମାନଙ୍କର ବକ୍ତବ୍ୟ ରଖିଥିଲେ l ଯକ୍ଷ୍ମା ରୋଗର ଚି଼ହ୍ନଟ ସହିତ ଏହାର ନିରାକରଣ ସମ୍ପର୍କରେ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ଅବଗତ କରାଯାଇଥିଲା l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଧର୍ମପରାୟଣ ମହିଳା କୁନୁ ମୁନିଙ୍କ ଏକାଦଶାହରେ ବହୁ ଲୋକଙ୍କ ସମାଗମ

Sunil Chandra Nayak

ନୂଆପଡା ରେ ପୁଣି ବାଘ ଆତଙ୍କ

Sunil Chandra Nayak

ମନୋଜ ଦାସ ଥିଲେ ଓଡ଼ିଆ କଥାସାହିତ୍ୟର ଅପୂର୍ବ ବିନ୍ଧାଣୀ

Sunil Chandra Nayak

Leave a Comment

error: Content is protected !!