ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ନାଟ୍ଯ ଦିବସ ରେ ନର୍ଲା ର କଳାକାର ସମ୍ବର୍ଦ୍ଧିତ 

ବିଶ୍ବ ନାଟ୍ଯ ଦିବସ ରେ ନର୍ଲା ର କଳାକାର ସମ୍ବର୍ଦ୍ଧିତ 

ନର୍ଲା/ମସିହା/28/03/24 // ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ,ଓଡ଼ିଶା ଦ୍ୱାରା ପ୍ରକାଶମ୍‌ ହଲ୍‌ ବ୍ରହ୍ମପୁର ଠାରେ ଆୟୋଜିତ ବିଶ୍ବ ନାଟ୍ଯ ଦିବସ ରେ ନର୍ଲା ରତ୍ନଗିରୀ ନାଟ୍ଯ ସଂଘ ର ଦୁଇ କଳାକାର ସମ୍ବର୍ଦ୍ଧିତ ହୋଇଛନ୍ତି,କବି,ନାଟ୍ୟକାର,ତଥା ସଂଗଠକ ଅରୁଣ ପ୍ରଧାନୀ ଏବଂ ମହିଳା ନାଟ୍ଯ ସଂଗଠିକା ରାଜଶ୍ରୀ ପ୍ରଧାନୀ ଙ୍କୁ ମାନପତ୍ର,ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି,ଏହି କାର୍ଯକ୍ରମ ରେ ସୀମାନ୍ତ ନଟରାଜ ଡା ତିରୁପତି ସାହୁ ଅଧ୍ଯକ୍ଷତା କରିଥିବା ବେଳେ ନାଟ୍ଯକାର ସୁରେନ୍ଦ୍ର କୁମାର ଜେନା,ଊମାଶଙ୍କର ଦାଶ,ନାଟ୍ଯଶ୍ରୀ ଫାଉଣ୍ଡେସନ ଅଧ୍ଯକ୍ଷ ଭବାନୀ ଶଙ୍କର ମିଶ୍ର , ଗଞାମ ଜିଲ୍ଲା ବରିଷ୍ଠ କଳାକାର ମହାସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ,କଳାପ୍ରାଣ କୈଳାସ ପାଣିଗ୍ରାହୀ ଉପସ୍ଥିତ ଥିଲେ,କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ମହାସଂଘ ମହା ସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍‌ ନାଟ୍ଯ ଦିବସ ବାର୍ତ୍ତା ଉପସ୍ଥାପନ କରିଥିବା ବେଳେ ଶଙ୍କର୍ଷଣ ସାବତ ଅତିଥି ପରିଚୟ ପ୍ରଦାନ କରିଥିଲେ,।

ରତ୍ନଗିରୀ ନାଟ୍ଯ ସଂଘ ର ଦୁଇ କଳାକାର ସମ୍ବର୍ଦ୍ଧିତ ହୋଇ ଥିବାରୁ ସାହିତ୍ଯ ନାଟକ କଳା ପରିଷଦ,ଏସ୍‌କନ୍‌,ସମେତ ଅଞ୍ଚଳ ର କଳା ଓ ସାହିତ୍ଯ ନାଟକ ଅନୁଷ୍ଠାନ କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି।

ଦୀପକ ଠାକୁର, ନର୍ଲା

Related posts

ଠାକୁର ଅନୁକୂଳଚନ୍ଦ୍ରଙ୍କ ଜନ୍ମଜୟନ୍ତୀ ପାଇଁ ପ୍ରେସମିଟ୍

Sunil Chandra Nayak

ବ୍ରାହ୍ମଣ ମହାସଙ୍ଘ ପକ୍ଷରୁ ଉଡ଼ା ଯାତ୍ରାରେ ଦହି ସର୍ବତ ବଣ୍ଟନ 

Sunil Chandra Nayak

ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!