ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସ୍ତା କାର୍ଯ୍ୟ ଅସମ୍ପୂର୍ଣ୍ଣ , ଯାତାୟାତ ରେ ବାଧା

ଢ଼େଙ୍କାନାଳ: ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ଅନୁଗୃହିତ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଭୂକ୍ତ ରାସ୍ତା ର ନାମ ପି ଡବ୍ଲୁ ଡି ରାସ୍ତା ଚିନ୍ତପୋଖରି ଠାରୁ ନଗରି ଭାୟା ମାଲିବିଡୋ (ତାଳଦଙ୍ଗା) ଦୈର୍ଘ୍ୟ ୫୪୬୨ କିମି ରାସ୍ତା ର କାର୍ଯ୍ୟ କରିବା ର ସମୟ ସୀମା ସରି ଯାଇଥିଲେ ମଧ୍ୟ ତାହା ଏବେ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ।

ଗୋଡ଼ି ମେଟାଲ ରାସ୍ତା ରେ ଗଦା ହୋଇ ରହିଛି , ଫଳରେ ଯାନ ବାହନ ଏପରିକି ଛାତ୍ର ଛାତ୍ରୀ, ସାଧାରଣ ଲୋକଙ୍କ ଯିବା ଆସିବା ରେ ବାଧା ମଧ୍ଯ ଉଠୁଛି।

ଏଠି ଫଳକ ମାଳ ମାଳ, କିନ୍ତୁ କାମ ଅସମ୍ପୂର୍ଣ୍ଣ। କେବେ ସେ ରାସ୍ତା ସମ୍ପୂର୍ଣ ହେବ ତାହା ଏବେ ଜନସାଧାରଣ ଙ୍କ ମନରେ ପ୍ରଶ୍ନ ସୃଷ୍ଠି କରୁଛି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଅପର୍ତ୍ତି ସେଠୀ ଙ୍କ କବିତା ବାଇକ୍ ଓ ସ୍କୁଟି ପ୍ରେମ

Sunil Chandra Nayak

ଢେଙ୍କାନାଳ ରେ ଆରବିଆଇ ଲୋକପାଳ ଅଫିସ ତରଫରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ ଓ ଆମ୍ବେଦକର ପାଠାଗାର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!