ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ମଦ ସହିତ ଚାରି ଜଣଙ୍କୁ ଗିରଫ କଲା ଅବକାରୀ

ବେଆଇନ ମଦ ସହିତ ଚାରି ଜଣଙ୍କୁ ଗିରଫ କଲା ଅବକାରୀ

ବସ୍ତା, 30/03 : ବସ୍ତା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ଏକ ଶହ ଲିଟର ଦେଶି ମଦ ସହିତ ଚାରି ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ଅବକାରୀ ପୋଲିସ।ସୂଚନା ଅନୁସାରେ ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଅବକାରୀ ପୋଲିସ ବସ୍ତା ଥାନା ଥେଙ୍ଗୁଡିଆ ଗ୍ରାମରେ ଚଢ଼ାଉ କରି ପଞ୍ଚୁ ସିଂଙ୍କଠାରୁ ୨୫ ଲିଟର, ଚାରିଗା ଗ୍ରାମର ରାମ ସୋରେନଙ୍କ ଠାରୁ ୨୩ ଲିଟର,ଦଣ୍ଡିକା ଗ୍ରାମର ଲକ୍ଷ୍ମଣ ହାଁସଦାଙ୍କ ଠାରୁ ୩୫ ଲିଟର ଏବଂ ବାରମାଢିଆ ଗ୍ରାମର ମିତା ରାମଙ୍କ ଠାରୁ ୧୭ ଲିଟର ଦେଶି ମଦ ଜବତ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଶନିବାର ଅପରାହ୍ନ ସମୟରେ କୋର୍ଟ ଚାଲାଣ କରିଛି ଅବକାରୀ ପୋଲିସ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଡ଼ାକ୍ତରଙ୍କୁ ଆକ୍ରମଣ କରି ବିଏସପି ନେତା ଗିରଫ

masiha

ବିଷ ପିଇ ବୃଦ୍ଧା ଙ୍କ ଆତ୍ମହତ୍ୟା 

masiha

ଲକ୍ଷ୍ମୀପୁର ବ୍ଲକରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି , ଆଜି ଜଣେ ଗର୍ଭବତୀ ମହିଳା ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି

Sunil Chandra Nayak

Leave a Comment

error: Content is protected !!