ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବାର ଆସୋସିଏସନର, ନୂତନ କର୍ମକର୍ତ୍ତା ନିର୍ବାଚିତ

କୋକସରା ବାର ଆସୋସିଏସନର, ନୂତନ କର୍ମକର୍ତ୍ତା ନିର୍ବାଚିତ

କୋକସରା,୩୦/୩ // କଳାହାଣ୍ଡି ଜିଲ୍ଲା କୋକସରା ବାର ଆସୋସିଏସନର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନରେ ସମସ୍ତ ଆଇନଜୀବୀ ମାନେ ଅଂଶଗ୍ରହଣ କରିଥିବା ବେଳେ ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ମେହେର ନିର୍ବାଚନ ଅଧିକାରୀ ରହି ପରିଚାଳନା କରିଥିଲେ। ନିର୍ବାଚନରେ ବାର ଆସୋସିଏସନର ସଭାପତି ଭାବେ ମନୋଜ କୁମାର ନାଏକ, ସମ୍ପାଦକ ଭାବେ ଲଳିତ କୁମାର ଦାସ, ସହ ସମ୍ପାଦକ ଭାବେ ସୁଜିତ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ପ୍ରେମଲାଲ ସିଂ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ନିର୍ବାଚିତ ସମସ୍ତ କର୍ମକର୍ତ୍ତାଙ୍କୁ ପରେ ସଙ୍ଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ନୂଆପଡ଼ାରେ ପର୍ଯ୍ୟଟନ ବିକାଶ ନେଇ ବୈଠକ; ଜିଲ୍ଲାକୁ ‘ଟୁରିଜମ୍ ହବ୍’ ଭାବେ ଗଢ଼ିବା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ ପର୍ଯ୍ୟଟନ ସମ୍ଭାବନାର ପ୍ରଚାର-ପ୍ରସାର ସହ ନିବେଶ ଓ ସହଭାଗିତା ଉପରେ ଗୁରୁତ୍ୱ

Sunil Chandra Nayak

ଜିଲ୍ଲା ସ୍ତରୀୟ ଆସ ସ୍କୁଲ ଯିବା ଅଭିଯାନ ଅନୁଷ୍ଠିତ ଗୋଟିଏ ଦିନରେ ୨୯୫ ଜଣ ଶିଶୁଙ୍କୁ ମୁଖ୍ୟ ସ୍ରୋତରେ ସାମିଲ 

Sunil Chandra Nayak

ରଥଯାତ୍ରା-୨୦୨୬ ଉପଲକ୍ଷେ  ସଂସ୍କୃତିଜ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ବୈଠକ 

Sunil Chandra Nayak

Leave a Comment

error: Content is protected !!