ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନିର୍ବାଚନ ଆଚରଣବିଧି ଙ୍କୁ ଖୁଲମ ଖୁଲା ଉଲଂଘନ କଲେ ସମବାୟ ସମ୍ପାଦକଙ୍କ ନେତାଙ୍କୁ ଫୁଲ ଗୁଚ୍ଛ ଦେଇ ସ୍ବାଗତ ଫଟୋ ଭାଇରାଲ

ନିର୍ବାଚନ ଆଚରଣବିଧି ଙ୍କୁ ଖୁଲମ ଖୁଲା ଉଲଂଘନ କଲେ ସମବାୟ ସମ୍ପାଦକଙ୍କ ନେତାଙ୍କୁ ଫୁଲ ଗୁଚ୍ଛ ଦେଇ ସ୍ବାଗତ ଫଟୋ ଭାଇରାଲ

କେନ୍ଦ୍ରାପଡ଼ା :,-ରାଜନଗର ନିର୍ବାଚନ ମଣ୍ଡଳୀର ବିଜୁ ଜନତାଦଳର ବିଧାୟକ ପ୍ରାଥୀ ଭାବେ ଧୃବ ସାହୁଙ୍କୁ ଦଳ ପୁନର୍ବାର ଟିକେଟ ଦେଇଛନ୍ତି । । ବିଭିନ୍ନ ବର୍ଗର ଲୋକେ ଭେଟି ଧ୍ରୁବ ଙ୍କୁ ସ୍ଵାଗତ ସ୍ଵାଗତ ଜଣାଉଥ‌ିବା ବେଳେ ସମବାୟ ସମିତିର ସମ୍ପାଦକ ଫୁଲତୋଡା ଦେଇ ସ୍ୱାଗତ କରିବା ଘଟଣାର ଫୋଟୋ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି । ଫଟୋ ଭାଇରାଲ ଯାହା ନିର୍ବାଚନ ଆଚରଣବିଧୂ ଉଲଂଘନ ହୋଇଥିବା ଅଭିଯୋଗ ହେଉଛି । ରାଜନଗର ବ୍ଲକ ର ନୋଧାବସନ୍ତ ଓ ଡାଙ୍ଗମାଳ ପ୍ରାଥମିକ କୃଷି ସେବା ସମବାୟସମିତିର ସମ୍ପାଦକ ଗୋବିନ୍ଦଚନ୍ଦ୍ର ଜେନା ନିର୍ବାଚନ ନିର୍ବାଚନ ଆଚରଣବିଧୂ ଲାଗୁ ହୋଇଥିବା ବେଳେ ମଧ୍ୟ ବିଧାୟକ ଧ୍ରୁବ ସାହୁଙ୍କୁ ଫୁଲତୋଡା ଦେବା ଘଟଣା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।ସରକାର 5ଟି କଥା କହୁଥିଲା ବେଳେ ସମ୍ପାଦକ ଜାଣି ଶୁଣି ନିର୍ବାଚନ ଆଚରଣ ଵିଧି କୁ ଉଲଘଂନ କରିବା ଦ୍ୱାରା ସାଧାରଣ ନିର୍ବାଚନ-2024 ରେ କେମିତି ସ୍ବେଚ୍ଚାଟା ରଖା ଯିବ ଅନ୍ୟ ରାଜନୈତିକ ଦଳର ନେତୃବୃନ୍ଦ ଏହାକୁ ନାପସନ୍ଦ କରିବା ସହିତ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କ‌ହିଛନ୍ତି । ଏହି ଘଟଣାକୁ ନିର୍ବାଚନ କମିଶନର ଗୁରୁତର ଭାବେ ନେଇ ସଂପାଦକଙ୍କ ଉପରେ ଦୃଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାକୁ ସାଧାରଣରେ ଦାବୀ ହେଉଛି ।ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଜେନା ଧ୍ରୁବ ସାହୂ ଙ୍କ ର ଜଣେ ବଡ ସହ ଯୋଗୀ ଅଟନ୍ତି ସମବାୟ ସମିତି ର ଅନେକ ଦୃନୀତି ର ତଥ୍ୟ କୁ ଧ୍ରୁବ ଉପରିସ୍ଥ ଅଧିକାରୀଙ୍କୁ ବିଧାୟକ ଚାପ ପକେଇ ଘଣ୍ଟ ଘୋଡେଇ ରଖିଥିଲେ, ଏଇ ସମବାୟ ସମିତି କୁ ସ୍ୱତନ୍ତ୍ର ଭାବେ ଅଡିଟ କରା ଗଲେ ପ୍ରକୁତ ସତ୍ୟ ସାମ୍ନାକୁ ଆସିବ ବୋଲି ଜନ ସାଧରଣ ରେ ଚର୍ଚ୍ଚା ଚାଲିଛି,।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ରାଇରଙ୍ଗପୁର‌ କଂଗ୍ରେସ ତରଫରୁ ଏଫଏମ କଲେଜ ଛାତ୍ରୀ ସ୍ଵର୍ଗତା ସୌମ୍ଯାଶ୍ରୀଙ୍କ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି

Sunil Chandra Nayak

ବିଜେଡି ଛାଡି ବିଜେପିରେ ମିଶିଲେ ବଡ଼ଟେମରା ପଂଚାୟତର ସରପଞ୍ଚ, ୱାର୍ଡ ସଭ୍ୟ ଓ କର୍ମୀ

masiha

ନିର୍ବାଚନ ପ୍ରଚାର ଆରମ୍ଭ କଲେ କଂଗ୍ରେସ ନେତା ହିମାଂଶୁ ଶେଖର

masiha

Leave a Comment

error: Content is protected !!