ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ

ବାଲେଶ୍ଵର,୦୫/୪/୨୪- ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ଗତ ତା ୩୧/୩/୨୪ ରିଖ ରବିବାର ଦିନ ଗଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ପ୍ରତି ରବିବାର ଦିନ ହୋଇଥାଏ । ଏଥର ପ୍ରତିଯୋଗୀ ମାନଙ୍କ ପାଇଁ ପ୍ରବନ୍ଧ ରଖାଯାଇଥିଲା । ଯାହାର ପ୍ରସଙ୍ଗ – ” ଓଡ଼ିଆ ଜାତିପ୍ରାଣ ମଧୁସୂଦନ ” ଥିଲା । ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ସ୍ଥାନରୁ ଲେଖିକା ମାନେ ଅତି ଆଗ୍ରହର ସହିତ ଅଂଶ ଗ୍ରହଣ କରିଥିଲେ । ଯେଉଁଥିରେ (୧) ଟି ଏସ ତମନ୍ନା, ଭାଲିଆଡିହା, ମୟୂରଭଞ୍ଜ (୨) ସୁଜାତା ପଣ୍ଡା, ଆସ୍କା, ଗଞ୍ଜାମ (୩) ସଂଯୁକ୍ତା ସାହୁ, ରାହାମା, ଜଗତସିଂହପୁର (୪) ଗୀତା ମଞ୍ଜରୀ ଦାସ, ମୁଣ୍ଡିମରା, ଭଦ୍ରକ (୫) ଉପେନ୍ଦ୍ର କୁମାର ବସ୍ତିଆ, ରାଉରକେଲା (୬) ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ, କେନ୍ଦ୍ରାପଡା (୭) ସରୋଜିନୀ ପତି, ରସଲପୁର, ଯାଜପୁର (୮) ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ ପ୍ରମୁଖ ସାମିଲ ଥିଲେ । ସମସ୍ତଙ୍କ ଲେଖା ଗୁଡିକୁ ସମୀକ୍ଷା କରିଥିଲେ ଡଃ ତାନଶ୍ରୀ ପାଣିଗ୍ରାହୀ ଯିଏ କି ଜଣେ ସୁ ସାହିତ୍ୟିକା, ସୁବକ୍ତା,ସୁ ସଂଯୋଜିକା ଏବଂ ସୁ ଶିକ୍ଷୟିତ୍ରୀ ଭାବେ ପରିଚିତ । ସେ ମଧ୍ୟ ସାରସ୍ୱତ ସାହିତ୍ୟ ଜଗତରେ ଜଣେ ଉଦିୟମାନ ଉଜ୍ଜ୍ୱଳ ତାରକା । ବିଭିନ୍ନ ସାହିତ୍ୟ ଅନୁଷ୍ଠାନରେ ମଞ୍ଚାସୀନ ହୋଇ ସାହିତ୍ୟର ବିକାଶ କରିଚାଲିଛନ୍ତି । ତାଙ୍କର ସୁନ୍ଦର ସଂଯୋଜନା ଓ ସମୀକ୍ଷା ସମସ୍ତଙ୍କୁ ତୃପ୍ତ କରିଥାଏ । ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ଜଡିତ ଏବଂ ସକ୍ରିୟ ମଧ୍ୟ । ଶ୍ରୀମତୀ ପାଣିଗ୍ରାହୀଙ୍କ ବହୁ ଶିକ୍ଷଣୀୟ ଉପଦେଶ ଓ ପରାମର୍ଶ ସାହିତ୍ୟ ସମାଜ ପ୍ରତି ପଥପ୍ରଦର୍ଶକ ହୋଇଥାଏ । ତେଣୁ ତାଙ୍କର ସୁଚିନ୍ତିତ ସମୀକ୍ଷାରୁ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ ପ୍ରଥମ, ଉପେନ୍ଦ୍ର କୁମାର ବସ୍ତିଆ ଦ୍ୱିତୀୟ ଓ ସଂଯୁକ୍ତା ସାହୁଙ୍କୁ ତୃତୀୟ ସ୍ଥାନ ମିଳିଛି । ଶିକ୍ଷାର ଶେଷ ନଥାଏ । ଶିକ୍ଷା ଜୀବନର ମାନଦଣ୍ଡ । ତେଣୁ ପ୍ରତ୍ୟେକ ମଣିଷ ଦୈନନ୍ଦିନ ଜୀବନରେ କାହାରି ଠାରୁ କିଛି ନା କିଛି ଶିକ୍ଷା ଗ୍ରହଣ କରିଥାଏ । ତାହା ଲେଖା ମାଧ୍ୟମରେ ହେଉ କିମ୍ବା ଉପଦେଶ ମାଧ୍ୟମରେ ହେଉ । ସାହିତ୍ୟ ସାଧକ/ସାଧିକା ମାନଙ୍କୁ ମୋର ଅନୁରୋଧ ଯେହେତୁ ଆପଣ ମାନେ ସାହିତ୍ୟ ସାଧନା କରୁଛନ୍ତି ନିଜର ସାହିତ୍ୟ ଜ୍ଞାନ ବୃଦ୍ଧି ଓ ଆତ୍ମସନ୍ତୋଷ ପାଇଁ ତେଣୁ ସର୍ବଦା ସାଧନା ଜାରି ରଖନ୍ତୁ । ଭାଙ୍ଗି ପଡନ୍ତୁ ନାହିଁ । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ନିରବଚ୍ଛିନ୍ନ ଭାବେ ସାଧନାକୁ ତ୍ବରାନ୍ବିତ କରିବା ଉଚିତ୍ । ଆଜି ସ୍ଥାନ ମିଳିନାହିଁ ହୁଏତ କାଲି ମିଳିପାରେ ! ସମସ୍ତ ପ୍ରତିଯୋଗୀଙ୍କୁ ଯଥାମାନ୍ଯ ସମ୍ମାନ ଓ ଶୁଭେଚ୍ଛା, ସମସ୍ତଙ୍କ କଲମ ମୁନରେ ଭଗବାନ ଶକ୍ତି ଦିଅନ୍ତୁ, ସୁନ୍ଦର ଲେଖନ୍ତୁ ଓ ଆଗକୁ ବଢନ୍ତୁ ବୋଲି ସମ୍ପାଦକ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଉନ୍ମୋଚିତ ହେଲା କବିତା ସଙ୍କଳନ ” କରୁଣା କଣିକା ” ର ଦ୍ବିତୀୟ ଅର୍ଘ୍ଯ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୯ତମ ପୁଣ୍ୟ ତିଥିରେ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ରକ୍ତ ଦାନ ଶିବିର

Sunil Chandra Nayak

କୁଟିଆ କନ୍ଧ ଉନ୍ନୟନ ସଂସ୍ଥାରେ ବ୍ଲକର ସବୁ ପଞ୍ଚାୟତକୁ ସାମିଲ ଦାବି :କର୍ତ୍ତ୍ରୁପକ୍ଷଙ୍କୁ ଭେଟି ଆଲୋଚନା କଲେ ସରପଞ୍ଚ ସଂଘର କର୍ମକର୍ତ୍ତା

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort