ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ଗାଡି ଧକ୍କା ରେ ଯୁବକ ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

ଅଜଣା ଗାଡି ଧକ୍କା ରେ ଯୁବକ ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

ବସ୍ତା,04/04 : ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ଗୁରୁବାର ଅପରାହ୍ନ ସମୟରେ ବସ୍ତା ନିକଟରେ ଅଜଣା ଗାଡି ଧକ୍କା ରେ ଯୁବକ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାୟୀ ଉକ୍ତ ଯୁବକ ଜଣଙ୍କ ରାସ୍ତା ପାର୍ଶ୍ୱରେ କ୍ଷତାକ୍ତ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ପଠାଇଥିବା ବେଳେ ଉକ୍ତ ଯୁବକଙ୍କ ପରିଚୟ ମିଳିପାରିନାହିଁ l ତେବେ କୌଣସି ଏକ ଅଜଣା ଗାଡି ଧକ୍କା ଦେଇଛି ବୋଲି ଅନୁମାନ କରାଯାଉଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବାଲିଗୁଡ଼ା: ଦୁଇ ମାଂସ ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ୧୦ ଜଣ ଗିରଫ

masiha

କଛାଡେଙ୍ଗେନ୍ ଜଙ୍ଗଲ ରେ ଜଣେ ଯୁବକ ଗଛରେ ରଶି ଲଗେଇ ମୃତ୍ୟୁ ଘଟଣା: ତଦନ୍ତକାରୀ ପୁଲିସ ଦଳକୁ ଗାମବସୀ ଘେରାଉ କଲେ

Sunil Chandra Nayak

ଦନ୍ତା ହାତୀ ମୃତ୍ୟୁ ଘଟଣା, ଦୁଇ ଶିକାରୀ ଗିରଫ

Sunil Chandra Nayak

Leave a Comment

error: Content is protected !!