ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦାସି ଗାଁ ମଣ୍ଡଳର ବିଭିନ୍ନ ଗ୍ରାମକୁ ବିଜେପିର ଜନ ସମ୍ପର୍କ ଅଭିଯାନ ଓ ମିଶ୍ରଣ ପର୍ବ

ଦାସି ଗାଁ ମଣ୍ଡଳର ବିଭିନ୍ନ ଗ୍ରାମକୁ ବିଜେପିର ଜନ ସମ୍ପର୍କ ଅଭିଯାନ ଓ ମିଶ୍ରଣ ପର୍ବ

 ଚିଲିଗୁଡ଼ା //  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସି ଗାଁ ମଣ୍ଡଳର ବୁଡି ପଦର ,ଭତ୍ର।ଗୁଡା , ଡ।ବ ଝରଣ ,କୋଳି ଗାଁ ,ମାଟି ଗାଁ ,ବଣି ଜରା ,ପୁରୁଣା ସର ,ରାଜପୁର ,ଚାର ଭାଟି ଗ୍ରାମ ମାନଙ୍କୁ ଯାଇ ବିଜେପିର ଜନ ସମ୍ପର୍କ ଅଭିଯାନ ଆରମ୍ଭ କରାଯାଇଥିଲା ।ଏପରିକି ଦାସି ଗାଁ ଗ୍ରାମରେ ବିଜେପିର ମିଶ୍ରଣ ପର୍ବ ବିଜେପିର କର୍ମ କର୍ତ୍ତା ଙ୍କ ଦ୍ଵାରା ଏହି ମିଶ୍ରଣ ପର୍ବ ର ଆୟୋଜନ କରାଯାଇଥିଲା ।ଏଥିରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ର ବିଧାୟକ ପାର୍ଥି ମନୋଜ ମେହେରଙ୍କ ଉପସ୍ଥିତିରେ ଦାସି ଗାଁ ରେ ବିଜେଡି ଓ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।ଏଥିରେ ବିଜେପି ନେତା ସୁଧାଂଶୁ ବର।ଡ଼ ,ମଣ୍ଡଳ ସଭାପତି ଅଂଶୁମାନ ଯୋଶୀ ,ସାଧାରଣ ସମ୍ପାଦକ ରାଜେନ୍ଦ୍ର ମେହେର ,ପ୍ରମୋଦ ବେହେରା ,ସ।ର୍ଥିକ ବାଗ ,ନିରାକାର ନ।ଏକ ,ଗଜାନନ ଲହଜଳ ଏବଂ ଶ୍ରୀକାନ୍ତ ସାହୁ ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ।ଏଥିରେ ପୂର୍ବତନ ସରପଞ୍ଚ ଶ୍ରୀନିବାସ ସାହୁ ଙ୍କ ସହିତ ଅନେକ କର୍ମୀ ବିଜେପିରେ ସାମିଲ ହେଲେ ।ପରେ ଦାସି ଗାଁ ପଞ୍ଚାୟତର ତାଳପଦର ,ପଦ୍ମପୁର ,ବ।ନ୍ଧନ ପଲ। ,ଚୋର ଖସିଗୁଡା ,ଭେଜି ପଡ଼ା ଗ୍ରାମକୁ ଯାଇ ଜନ ସମ୍ପର୍କ ଅଭିଯାନ କରି ଲୋକଙ୍କୁ ମୋଦି ସରକାର ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ରେ 82 ପ୍ରତିଶତ ହୋଇଥିବା ବେଳେ ବିଚ୍ଛିନ୍ନାଞ୍ଚଳ ରେ ଦୁଇ ବୁଥ ରେ 80 ପ୍ରତିଶତ ପୋଲିଂ

masiha

କଂଗ୍ରେସର ମିଶ୍ରଣ ପର୍ବ ଓ ନିର୍ବାଚନ ସଭା 

masiha

ବିଜେଡ଼ି ରେ ସାମିଲ ହେଲେ ୫ ଟି ଗାଁର ସମସ୍ତ ଗ୍ରାମବାସୀ

masiha

Leave a Comment

error: Content is protected !!