ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟ ରେ କଳସୀ ଯାତ୍ରା ମହା ଆଡ଼ମ୍ବରରେ ହେଉଛି ପାଳିତ 

ଉମରକୋଟ ରେ କଳସୀ ଯାତ୍ରା ମହା ଆଡ଼ମ୍ବରରେ ହେଉଛି ପାଳିତ 

ନବରଙ୍ଗପୁର:(୧୮|୪)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ସଦର ମହକୁମାରେ କଳସୀ ମଣ୍ଡପରେ ମହାସମାରୋହରେ କଳସୀ ଯାତ୍ରା ହୋଇ ଚାଲିଛି l ଏହି କଳସୀ ଯାତ୍ରା ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ବହୁ ଭକ୍ତବୃନ୍ଦ ଧାଇଁ ଆସିଥାନ୍ତି l କଳସୀ ମଣ୍ଡପ ପାଖରେ ଉଠା ଦୋକାନୀଙ୍କ ଭିଡ ଦେଖିବାକୁ ମିଳୁଛି l ଏଠାକୁ ଆସି ଠାକୁରାଣୀ ମା ଙ୍କୁ ଦର୍ଶନ କରିବା ପରେ ମନ ପସନ୍ଦର ଜିନିଷ କିଣି ଘରକୁ ନେଇଥାନ୍ତି l

ମା ଠାକୁରାଣୀ ଘର ଘର ବୁଲି ଭକ୍ତମାନଙ୍କୁ ଦର୍ଶନ ଦେଇ ଆଶିର୍ବାଦ କରିଥାନ୍ତି l ଗତ କାଲି ପୋଡ଼ାଗଡ଼ ସେବାୟତ ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଟା ତଥା ପ୍ରକୃତି ପରିବେଶବିତ କୈଳାଶ ଚନ୍ଦ୍ର ବେହେରା ରହୁଥିବା ଗୁଲି ପାଟଣା ନିଜ ବାସଭବନ କୁ ମା ଠାକୁରାଣୀ ଙ୍କ ଆଗମନ ହୋଇଥିଲା l ଏହି ସାହି ଲୋକଙ୍କ ସହ ନିଜେ ଦର୍ଶନ କରି ଶ୍ରୀ ବେହେରା ଆତ୍ମ ସନ୍ତୋଷ ହୋଇଥିଲେ l

Related posts

ସ୍ୱାମୀଜୀ ଯୁବକ ସଂଘ ପକ୍ଷରୁ ମାଟ୍ରିକ୍ ଟପ୍ପର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

ବୈଶାଖୀ ସାହିତ୍ୟ ସଂସଦର ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କୁ ନୂତନ ଦାୟିତ୍ୱ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ

Sunil Chandra Nayak

Leave a Comment

error: Content is protected !!