ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ସାହିତ୍ଯ ସଂସଦ ଗଠିତ 

ରାଉରକେଲା ସାହିତ୍ଯ ସଂସଦ ଗଠିତ 

ରାଉରକେଲା: ବାସନ୍ତୀ କଲୋନୀସ୍ଥିତ କଳ୍ପତରୁ ଆଶ୍ରମ ପରିସରରେ ନୂତନକରି ସୃଷ୍ଟି ହୋଇଥିବା” ରାଉରକେଲା ସାହିତ୍ଯ ସଂସଦ”ର ଲୋକାର୍ପଣ ଉତ୍ସବରେ ଅବସରପ୍ରାପ୍ତ ପ୍ରାଧ୍ଯାପକ ପୁର୍ଣ୍ଣଚନ୍ଦ୍ର ପ୍ରଧାନ ଉଦଘାଟକ ,ଅନ୍ଯତମ ଉଦ୍ଘାଟକ ଅନୀଲ କୁମାର ଦାଶ ଯୋଗଦେଇ ସଂସଦ ର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସଂସଦ ର ଆବାହକ କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ବରେ ଆୟୋଜିତ ହୋଇଥିବା ଏହି ଲୋକାର୍ପଣ ଉତ୍ସବରେ ନୂତନ ସଭାପତି ଭାବେ ବିଜୟ କୁମାର ସାହୁ,ସାଧାରଣ ସମ୍ପାଦିକା ଭାବେ ନିରୁପମା ପତି, ଉପସଭାପତି ଭାବେ ରମେଶ ଚନ୍ଦ୍ର ବାରିକ ଓ ଅନୀଲ କୁମାର ଦାଶ,କାର୍ଯ୍ଯକାରୀ ସଭାପତି ଭାବେ ଡ ସୁଚିତ୍ରା ମହାନ୍ତି, ସହ ସମ୍ପାଦକ ଭାବେ କନକଲତା ମିଶ୍ର, ସାଂସ୍କୃତିକ ସମ୍ପାଦକ ଭାବେ ଜ୍ଯୋତିର୍ମୟ ଆଚାର୍ଯ୍ଯ,ରାଜ୍ଯ ସଂଯୋଜକ ଭାବେ ନିରଞ୍ଜନ କରଣ , ପ୍ରଚାର ଓ ପ୍ରସାର ସମ୍ପାଦକ ଭାବେ ମହେନ୍ଦ୍ର କୁମାର ମିଶ୍ର, ସାମାଜିକ ଉନ୍ନୟନ ମୂଳକ ସମ୍ପାଦକ ସୈ।ମ୍ୟପ୍ରସାଦ ନନ୍ଦ ଏବଂ କାର୍ଯକାରୀ ସଭ୍ଯ ଭାବରେ ଗୌତମ ଦାସ,ବସନ୍ତ ବିଶ୍ବକର୍ମା,ଗୀତାରାଣୀ ବେହେରା, ନାରାୟଣ ସ୍ବାଇଁ ପ୍ରମୁଖଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ଶେଷରେ ସୁଶାନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ଯବାଦ ଦେଇଥିଲେ। ଶିକ୍ଷୟିତ୍ରୀ ବାସନ୍ତୀ ପୃଷେଠ୍, ସୁନୀତା ମହାନ୍ତି , ମୀନକେତନ ପଶାୟତ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନାମ ଫଳକକୁ ଓଡ଼ିଆରେ ଲେଖିବାକୁ ଉତ୍କଳ ସମ୍ମିଳନୀ ପକ୍ଷରୁ ସେପ୍ଟେମ୍ବର ୧୨ରେ ପଦଯାତ୍ରା

Sunil Chandra Nayak

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

masiha

ଭୁବନେଶ୍ୱର ରେ ଆଦିବାସୀ ଭବନ ନିର୍ମାଣ ପାଇଁ ୧00 କୋଟି ମଞ୍ଜୁର କରି ଭିତ୍ତିପ୍ରସ୍ଥର ସ୍ଥାପନ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ଆଦିବାସୀ 

masiha

Leave a Comment

error: Content is protected !!