ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ କମଲ ଚରଣ ତାଣ୍ଡି ନାମାଙ୍କନ ପାତ୍ର ଦାଖଲ 

ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ କମଲ ଚରଣ ତାଣ୍ଡି ନାମାଙ୍କନ ପାତ୍ର ଦାଖଲ 

 ନୂଆପଡ଼ା ଜିଲ୍ଲା ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ କମଲ ଚରଣ ତାଣ୍ଡି ନାମାଙ୍କନ ପାତ୍ର ଦାଖଲ କରିଛନ୍ତି। ମଙ୍ଗଳବାର ଦିନ ରିଟର୍ଣୀଙ୍ଗ ଅଧିକାରୀଙ୍କୁ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି। ପ୍ରଥମେ ଖଡିଆଳ ସମଲେଶ୍ବରୀ ମନ୍ଦିର ପରିସର ରୁ ପୂଜା ଅର୍ଚ୍ଚନା କରି ଏକ ବିଶାଳ ରାଲୀ ଖଡିଆଳ ପରିକ୍ରମା କରିଅଛି। ପରେ ଖଡିଆଳ ରୁ ନୂଆପଡ଼ା କୁ ପହଞ୍ଚି ଥିଲେ। ନୂଆପଡ଼ା ଏବଂ ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଉଭୟ ପ୍ରାର୍ଥୀ ଖରୀଆର ରୋଡ ଠାରୁ ଏକ ଶୋଭାଯାତ୍ରା ରେ ବାହାରି ନୂଆପଡ଼ା ଉପଜିଲ୍ଲାପାଳ କାର୍ଯ୍ୟାଳୟ କୁ ପହଞ୍ଚି ରିଟର୍ଣୀଙ୍ଗ ଅଧିକାରୀ ସୁବାସ ଚନ୍ଦ୍ର ରାଇତାଙ୍କୁ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ବିକାଶ ସହ ଦାଦନ, ଚାଷୀ, ଶ୍ରମିକ ଏବଂ ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ କାମ କରିବା କୁ ପ୍ରକାଶ କରିଛନ୍ତି। ସେହିପରି କଂଗ୍ରେସ ନିର୍ବାଚନୀ ଇସ୍ତାହାର ଲୋକଙ୍କ ପାଇଁ ସଂଜୀବନୀ ହେବା ବୋଲି ପ୍ରକାଶ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଖଇରାରେ ବିଜୁ ଜନତା ଦଳ କାର୍ଯ୍ୟାଳୟ ଉଦଘାଟିତ

masiha

ଜନ ସମ୍ପର୍କ ଯାତ୍ରାରେ ଯୋଗଦେଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା

Sunil Chandra Nayak

ଭାଜପା ସଦସ୍ୟତା ଅଭିଯାନ କର୍ମଶାଳା

masiha

Leave a Comment

error: Content is protected !!