ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜବର ଦଖଲ ଉଚ୍ଛେଦ ନହେଲେ ଭୋଟ ବର୍ଜନ ଚେତାବନୀ ଦେଲେ କନ୍ଦରପୁର ଗ୍ରାମବାସୀ 

ଜବର ଦଖଲ ଉଚ୍ଛେଦ ନହେଲେ ଭୋଟ ବର୍ଜନ ଚେତାବନୀ ଦେଲେ କନ୍ଦରପୁର ଗ୍ରାମବାସୀ 

କଟକ : କଟକ ସଦର ତହସିଲ ଅନ୍ତର୍ଗତ କନ୍ଦରପୁର ଗ୍ରାମବାସୀ ସଦର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କନ୍ଦରପୁର ଗ୍ରାମବାସୀଙ୍କ ପକ୍ଷରୁ ଏହି ଦାବିପତ୍ରରେ ଦର୍ଶାଯାଇଛି, ଏହି ପଞ୍ଚାୟତର ୧୫ ଓ ୧୬ ନମ୍ବର ୱାର୍ଡର ବାସିନ୍ଦାଙ୍କ ବହୁ ଚାଷଜମି ନିଜ ଘରଠାରୁ କଟକ – ପାରାଦ୍ଵୀପ ରେଳ ଲାଇନ ପର୍ଯ୍ୟନ୍ତ ଲାଗିଛି। ତତ୍ ସହିତ ଗ୍ରାମର ମୁଖ୍ୟରାସ୍ତା ଠାରୁ ସାହି ମଧ୍ୟକୁ ସଂଯୋଗ କରୁଥିବା ରାସ୍ତା ଯାହାକି ପ୍ଲଟ ନମ୍ବର ୪୭୧ ରେ ଦର୍ଶାଯାଇଛି କି ଏହାର ଓସାର ୧୨ଫୁଟରୁ ଅଧିକ ଅଛି। ରାସ୍ତାର ଉଭୟ ପାର୍ଶ୍ଵରେ ଜନବସତି ରହିଥିବା ବେଳେ ଏହି ରାସ୍ତାକୁ ବ୍ୟବହାର କରି ଜନସାଧାରଣ ମାନେ ଚାଷ କାର୍ଯ୍ୟ ପାଇଁ ହଳ ଲଙ୍ଗଳ, ଟ୍ରାକ୍ଟର ଇତ୍ୟାଦି ସାହାଯ୍ୟରେ ନିଜ ନିଜ ଚାଷ ଜମିକୁ ଯାଆନ୍ତି। କିନ୍ତୁ କିଛି ନ୍ୟାସ୍ତସ୍ୱର୍ଥ ବ୍ୟକ୍ତି ଏହି ରାସ୍ତାକୁ ଜବର ଦଖଲ କରି ସ୍ଥାୟୀ ନିର୍ମାଣ କରିବା ସହ ନାନାଦି ଗଛ ଲଗାଇଛନ୍ତି। ଯାହାଫଳରେ ରାସ୍ତା ସଙ୍କୁଚିତ ହେବାରୁ ବର୍ତ୍ତମାନ ସେହି ରାସ୍ତାରେ ଟ୍ରାକ୍ଟର ଯିବା ଅସମ୍ଭବ ହୋଇଯାଇଛି, ଏପରିକି ହଳ ଲଙ୍ଗଳ ମଧ୍ୟ ଯାଇପାରୁନି। ଏହା ବାଦ ଏହି ରାସ୍ତାର ଉଭୟ ପାର୍ଶ୍ଵରେ ଜନବସତି ରହିଥିବା ବେଳେ କୌଣସି ଅଘଟଣ ଘଟିଲେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ମଧ୍ୟ ଯିବା ଅସମ୍ଭବ। ଏଣୁ ଏହି ରାସ୍ତାରୁ ଜବର ଦଖଲ ଉଚ୍ଛେଦ କରିବା ପାଇଁ କନ୍ଦରପୁର ପଞ୍ଚାୟତର ସରପଞ୍ଚଙ୍କ ସମେତ କନ୍ଦରପୁର ଗ୍ରାମବାସୀଙ୍କ ସ୍ୱାକ୍ଷର ସମ୍ବଳିତ ଏକ ଦାବିପତ୍ର ସଦର ତହସିଲଦାରଙ୍କୁ ପ୍ରଦାନ କରାଯାଇଛି। ଅପରପକ୍ଷରେ ଖୁବଶିଘ୍ର ତଥା ସାଧାରଣ ନିର୍ବାଚନ ପୂର୍ବରୁ ଯଦି ସଦର ତହସିଲ ପକ୍ଷରୁ ଜବର ଦଖଲ ଉଚ୍ଛେଦ କରାନଯିବ ତାହାଲେ ୧୫ ଓ ୧୬ ନମ୍ବର ୱାର୍ଡର ବାସିନ୍ଦା ଭୋଟ ବର୍ଜନ କରିବାକୁ ବାଧ୍ୟ ହେବେ ବୋଲି ବୈଦ୍ୟନାଥ ରାଉତ, ଅଜୟ ପ୍ରଧାନ, ପ୍ରତାପ ରାଉତ, ପ୍ରଫୁଲ୍ଲ ସ୍ୱାଇଁ, ନିରଞ୍ଜନ ସାହୁ, ବସନ୍ତ ତରାଇ, ଦୀପକ ସାହୁ, ରମେଶ ଲେଙ୍କା, ଶରତ ପ୍ରଧାନ, ରବି ଭୋଇଙ୍କ ସମେତ ବହୁ ଗ୍ରାମବାସୀ ଜଣାଇଛନ୍ତି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କୋରାପୁଟ ଲୋକସଭା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ, ଅଭେଦ୍ୟ ଗଡ଼ ସୁରକ୍ଷିତ ରଖିବ କି କଂଗ୍ରେସ! ?

masiha

ମୁଖ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପିର ଗଣବିକ୍ଷୋଭ

Sunil Chandra Nayak

ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ଉପଲକ୍ଷେ ବିଶାଳ ମହିଳା ସମାବେଶ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort