ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଧରମସାଗର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପଣ୍ଡା ତାଙ୍କର ଶିକ୍ଷକତା ଜୀବନ ରୁ ଅବସର ଗ୍ରହଣ କରିଛନ୍ତି। ସେଜଣେ ଆଦର୍ଶବାନ, ଛାତ୍ର ବତ୍ସଲ, ତଥା ଲୋକପ୍ରିୟ ବ୍ଯକ୍ତି ଅଟନ୍ତି। ସେ ତାଙ୍କର ଶିକ୍ଷକତା ଜୀବନରେ ଅନେକ ସୁନାଗରିକ ଗଠନ କରିଛନ୍ତି। ସେ ଖଡିଆଳ ସାଂସ୍କୃତିକ ଅନୁଷ୍ଠାନର ସକ୍ରିୟ ସଦସ୍ଯ ଅଟନ୍ତି। ଖଡିଆଳ ମହୋତ୍ସବରେ ତାଙ୍କର ସକ୍ରିୟ ଅଂଶ ଗ୍ରହଣ ପ୍ରସଂଶନୀୟ ଅଟେ। ସେ ଏକ ସଂକିର୍ତ୍ତନ ବାୟକ ମଧ୍ଯ ଅଟନ୍ତି। ତାଙ୍କର ଅବସର ଗ୍ରହଣରେ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ଅଶ୍ରୁଳ ପରିବେଶ ପରିଲକ୍ଷିତ ହୋଇଥିଲା ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କଳାହାଣ୍ଡି ଉତ୍ସବ ରେ କବିତା ପାଠୋତ୍ସଵ

Sunil Chandra Nayak

ଜନମତ ସଂଗ୍ରହ ଆଳରେ ଅବୈଜ୍ଞାନିକ ପାଠ୍ୟକ୍ରମ ପ୍ରଚଳନ ଚକ୍ରାନ୍ତ ବନ୍ଦ କର -ଏଆଇଡିଏସଓ

୨୬ପର୍ଯ୍ୟଟକଙ୍କ ହତ୍ୟା ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା

masiha

Leave a Comment

error: Content is protected !!