ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୯ମ ଇଣ୍ଡିଆ ହେଲ୍‌ଥ ଆଣ୍ଡ ୱେଲନେସ୍ ଆଓ୍ବାର୍ଡସ୍ ୨୦୨୪ ରେ ଉତ୍କଳ ହସପିଟାଲ ସମ୍ମାନିତ

୯ମ ଇଣ୍ଡିଆ ହେଲ୍‌ଥ ଆଣ୍ଡ ୱେଲନେସ୍ ଆଓ୍ବାର୍ଡସ୍ ୨୦୨୪ ରେ ଉତ୍କଳ ହସପିଟାଲ ସମ୍ମାନିତ

ଟିକିରି/ରାୟଗଡା: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନାର ଉତ୍କଳ ହସପିଟାଲକୁ ଭାରତର ଆଇଏଚ୍‌ଡବ୍ଲ୍ୟୁ କାଉନସିଲ ପକ୍ଷରୁ ମୁମ୍ବଇରେ ଚଳିତ ବର୍ଷ , ଏପ୍ରିଲ ୨୬ ତାରିଖରେ ଆୟୋଜିତ ୯ମ ଇଣ୍ଡିଆ ହେଲ୍‌ଥ ଆଣ୍ଡ ୱେଲ୍‌ ନେସ୍‌ ଆଓ୍ବାର୍ଡସ୍‌ ୨୦୨୪ରେ ଦୁଇଟି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି।

ଉତ୍କଳ ହସପିଟାଲ ପକ୍ଷରୁ ଡ.ଅରିନ୍ଦମ ରୟ ଚୌଧୁରୀ ଏବଂ ଟିମ୍ ଗର୍ବର ସହିତ ସ୍ଵାସ୍ଥ୍ୟସେବା ଯୋଗାଣକାରୀ ବ୍ରାଣ୍ଡ୍ ହସପିଟାଲ୍) ବର୍ଗରେ ଅଣ-ମେଟ୍ରୋରେ ରୌପ୍ୟ ପୁରସ୍କାର ଏବଂ ବର୍ଷରେ ଜନସ୍ୱାସ୍ଥ୍ୟ ବର୍ଗରେ ବ୍ରୋଞ୍ଜ ପୁରସ୍କାର ମହାରାଷ୍ଟ୍ର ବିଧାନ ପରିଷଦର ଡେପୁଟି ଚେୟାରପର୍ସନ ଶ୍ରୀମତୀ ନିଲମ ଗୋରେଙ୍କ ନିକଟରୁ ଗ୍ରହଣ କରିଥିଲେ।

ଏହି ସନ୍ଧ ସମ୍ମାନ ଶୀର୍ଷ ମାନର ସ୍ଵାସ୍ଥ୍ୟସେବା ଯୋଗାଣ ଏବଂ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ନବୋନ୍ମେଷୀ ଜନସ୍ୱାସ୍ଥ୍ୟ ପ୍ରୟାସସମୂହ ସସମୂହକୁ ଆଗେଇ ନେବାରେ କମ୍ପାନୀର ଏକନିଷ୍ଠ ଉତ୍ସର୍ଗୀକୃତ ଭାବକୁ ପ୍ରଦର୍ଶିତ କରୁଛି।

“ଏହି ସମ୍ମାନଜନକ ପୁରସ୍କାର ଲାଭ କରି ଆମେ ଗୌରବାନ୍ବିତ ମନେକରୁଛୁ, ଯାହା ସ୍ଵାସ୍ଥ୍ୟସେବା ଯେଗାଣ ଏବଂ ଜନସ୍ୱାସ୍ଥ୍ୟ ପ୍ରୟାସସମୂହରେ ଉତ୍କ ଉତ୍କର୍ଷ ଆଣିବା ଦିଗରେ ଆମର ଏକନିଷ୍ଠ ଉତ୍ସର୍ଗୀକୃତ ଭାବକୁ ପୁନଃ ସୁଦୃଢ କରୁଛି,” ବୋଲି ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍ ଏବଂ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଓ ଆଦିତ୍ୟ ରିଫାଇନାରୀ ପ୍ରକାଶ କରିଛନ୍ତି।

“ଏହି ସମ୍ମାନ ଉତ୍କଳ ହସପିଟାଲରେ ଥିବା ଆମର ସମୁଦାୟ ଟିମ୍ର ନିରଳସ ପ୍ରୟାସ ଏବଂ ଉତ୍ସର୍ଗୀକୃତ ଭାବର ନିଦର୍ଶନ ହୋଇଛି । ଉତ୍କଳରେ ଆମେ ଜନସାଧାରଣଙ୍କ ଣଙ୍କ ପାଇଁ ସହାନୁଭୂତିଶୀଳ ଯନ୍ ନେବା ଏବଂ ସେମାନଙ୍କ ନିମନ୍ତେ ସ୍ଵାସ୍ଥ୍ୟ ଓ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଆଗେଇନେବା ଦିଗରେ ରହିଥ‌ିବା ଲକ୍ଷ୍ୟ ଲକ୍ଷ୍ୟ ପ୍ରତି ଆମର ପ୍ରତିବଦ୍ଧତାରେ ଆମେ ଅବିଚଳିତ ରହିଛୁ।”

ଉତ୍କଳ ଆଲୁମିନା ଏହି ସମସ୍ତ ସଫଳତା ହାସଲ କରିବା ରିବା ସହିତ ଏହା ନିରନ୍ତ ନ୍ତର ଭାବରେ ଅନନ୍ୟ ସ୍ଵାସ୍ଥ୍ୟସେବା ଯୋଗାଇବା ଏବଂ ସମାଜର କଲ୍ୟାଣ ଦିଗରେ ଅବଦାନ ରଖିବାକୁ ଏହାର ଲକ୍ଷ୍ୟରେ ଏକ ନିଷ୍ଠ ରହିଛି।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଦୁଷ୍କର୍ମ ପୀଡିତାକୁ ନ୍ୟାୟ ଦେବା ପାଇଁ ଜୁନାଗଡ ପୋଲିସ କୁ ଦାବୀପତ୍ର ଦେଲା କଳାହାଣ୍ଡି ବଙ୍କା ସମାଜ ଓ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ 

masiha

ତିରିଂରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ବାରା ଭାଷୀ ମାଧ୍ଯମରେ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଉଦଘାଟନ ସମାରୋହ 

masiha

ସମସ୍ୟା ଘେରରେ ଉତକାପାଡୁ ପ୍ରାଥମିକ ବିଦ୍ୟାଳୟ

Sunil Chandra Nayak

Leave a Comment

error: Content is protected !!