ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଜନତା ଦଳ ତରଫରୁ ବଙ୍ଗୋମୁଣ୍ଡାର ବିଭିନ୍ନ ପଞ୍ଚାୟତ ରେ ଭୋଟ ପ୍ରଚାର 

ବିଜୁ ଜନତା ଦଳ ତରଫରୁ ବଙ୍ଗୋମୁଣ୍ଡାର ବିଭିନ୍ନ ପଞ୍ଚାୟତ ରେ ଭୋଟ ପ୍ରଚାର 

କଣ୍ଟାବାଞ୍ଜି: ରାଜ୍ୟ ବିଜୁ ଜନତା ଦଳ ଯୁବ ସମ୍ପାଦକ ଅଜିତ ଯୋଶୀ ଙ୍କ ନେତୃତ୍ଵ ରେ ବଙ୍ଗୋମୁଣ୍ଡାର ବିଭିନ୍ନ ପଞ୍ଚାୟତ ରେ ବାଇକ୍ ରେଳୀ ଏବଂ ପଦଯାତ୍ରା କାର୍ଯ୍ୟକ୍ରମ । ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ଗ୍ରାମରେ ଶତାଧିକ ଯୁବକ ବାଇକ୍ ରେଲୀ ମାଧ୍ୟମରେ  ଏବଂ ଘରକୁ ଘର ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ପ୍ରଚାର କରିଥିଲେ । ଏହି କାର୍ଯ୍ୟକ୍ରମରେ ମହେଶ୍ୱର ସାହୁ,ଲକ୍ଷ୍ମଣ ମହାନନ୍ଦ, ହେମରାଜ ବଞ୍ଛୋର,ଲୋକନାଥ ସାହୁ, ଜଗନ୍ନାଥ ଶଣ୍ଡ, ଜଗଦୀଶ ଶଗ୍ରିଆ, ସୁଗ୍ରି ବେହେରା,ରଘୁମନି ବାଗ,ଲମ୍ବୁ ସଗ୍ରିଆ ଓ ଗୋପାଳ ମେହେର ଉପସ୍ଥିତ ଥିଲେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ବିଜେଡି ତରଫରୁ ବିଜୁପଟନାୟକଙ୍କ ୨୭ ତମ ତିରୋଧାନ ଦିବସ ପାଳିତ

masiha

ଡ଼ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୩ତମ ବଳିଦାନ ଦିବସ ପାଳିତ 

masiha

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ପଦଯାତ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ, ଜିଲ୍ଲା କଂଗ୍ରେସର ପଦଯାତ୍ରା

masiha

Leave a Comment

error: Content is protected !!