ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଗ୍ରାମୀ ନୀଳମଣି ରାଉତରାୟ ଙ୍କ ଜନ୍ମ ଜୟନ୍ତୀ ପାଳିତ

ସଂଗ୍ରାମୀ ନୀଳମଣି ରାଉତରାୟ ଙ୍କ ଜନ୍ମ ଜୟନ୍ତୀ ପାଳିତ 

କଟକ : ଭଦ୍ରକ ଜିଲ୍ଲା ମୁକୁନ୍ଦପୁର ଗ୍ରାମର ସ୍ଵାଧୀନତା ସଂଗ୍ରାମର ବୀର ପୁରୁଷ ସଂଗ୍ରାମୀ ନୀଳମଣି ରାଉତରାୟଙ୍କ ଜନ୍ମ ଜୟନ୍ତୀରେ ଦେଶ ପାଇଁ ବଳିଦାନ ଦେଇଥିବା କାର୍ଯକ୍ରମକୁ ସ୍ମରଣ କରି ଆଜି ତାଙ୍କର ଜନ୍ମ ଜୟନ୍ତୀ ରେ କଟକ ସଦର ୪୨ ମୌଜା ପାଟଣା ଗ୍ରାମ ର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ବ୍ରାହ୍ମ ମୁହୂର୍ତ୍ତ ରେ ପୂଜାପୂଜା ଭବନରେ କୋଟି କୋଟି ଭକ୍ତି ପୂତ ପ୍ରଣାମ ଜଣାଉଛି।

ନିବେଦନ 
ଉପଦେଷ୍ଟା – ଇଞ୍ଜିନିୟର ଶ୍ରୀକାନ୍ତ ବେଉରାସାମ୍ବାଦିକ,
ସଭାପତି – ସରୋଜ ନଳିନୀ ପରିଜା,
କାର୍ଯ୍ୟକାରୀ – ସଭାପତି ଅଭୟ କୁମାର ଦାସ,
ଉପସଭାପତି – ଉପେନ୍ଦ୍ର ବାରିକ,
ମହାସଚିବ – ରୁଦ୍ର ନାରାୟଣ ଦାସ,
ସଂପାଦକ – ନାରାୟଣ ଚନ୍ଦ୍ର ମହାନ୍ତି, ଓ ପ୍ରତିଷ୍ଠାନ ପରିବାର ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କାମାକ୍ଷାନଗର NAC ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳରେ ସାଧାରଣ ତନ୍ତ୍ର ଦିବସ ପାଳିତ

masiha

ବରଗଡ ଆଇଆଇଏଚଟି ଡିପ୍ଲୋମା ପାଠ୍ଯକ୍ରମ କୁ ସ୍ନାତକ କରିବା ସହ ବରଗଡ ବାଳିଜୋରି ବଜାରର ବିକାଶ କଥା ଲୋକସଭାରେ ଉଠାଇଲେ ବରଗଡ ସାଂସଦ 

masiha

ଆମେରିକାର ହଷ୍ଟନ ସହରରେ ନୂଆଁଖାଇ ଭେଟଘାଟ 

Sunil Chandra Nayak

Leave a Comment

error: Content is protected !!