ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଗା ନାରାୟଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ପାଳନ.

ନାଗା ନାରାୟଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ପାଳନ.

ରାଜନଗର-:-ରାଜନଗର ବ୍ଲକ ଅନ୍ତର୍ଗତ ଡlଙ୍ଗମାଳସ୍ତିତ ନାଗା ନାରାୟଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ମାନସ ରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଅଗ୍ନିବର୍ଷୀ ନେତ୍ରୀ ତଥା ଲୌହ ମାନବୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ଏହି ଅବସରରେ ଶ୍ରୀମତୀ ଶତପଥି ଏକାଧାରରେ ବିଶିଷ୍ଟ ଜନ ନେତ୍ରୀ, ବିଶିଷ୍ଟ ସାହିତ୍ୟିକ, ଓ ଆଧୁନିକ ଓଡ଼ିଶା ନିର୍ମାଣ ର ବିନ୍ଧାଣୀ ଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ବିଦ୍ୟାଳୟ କ୍ୟାମ୍ପସ ସଫେଇ କରାଯିବା ସହିତ ସ୍ଵେଚ୍ଛାସେବୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ କସ୍ତୁରୀ ସେଠୀ , ଦିପକ୍ ନାୟକ, ଓମପ୍ରକାଶ ବାରିକ, ଅଶୋକ ଦାସ, ଶୁଭକାନ୍ତ ରାଉତରାୟ ପ୍ରମୂଖ ଯୋଗ ଦେଇ ଥିଲେ l

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ବାଇକ ଦୁର୍ଘଟଣାଗ୍ରସ୍ତ 2 ଗୁରୁତର 

Sunil Chandra Nayak

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମକ୍ ଡ୍ରିଲ୍ କରିବା ନିର୍ଦ୍ଦେଶ କୁ ସ୍ବାଗତ କଳା ABVP 

masiha

ଅବ୍ୟବସ୍ଥା ଘେରରେ ବାଙ୍କିଲି ଉଚ୍ଚ ବିଦ୍ୟାଳୟ 

masiha

Leave a Comment

error: Content is protected !!