ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼, ନୂତନ ଲଙ୍କେଶ୍ୱରୀ ପ୍ରେସ କ୍ଲବ ର କର୍ମକର୍ତ୍ତା ଚୟନ 

ଜୁନାଗଡ଼, ନୂତନ ଲଙ୍କେଶ୍ୱରୀ ପ୍ରେସ କ୍ଲବ ର କର୍ମକର୍ତ୍ତା ଚୟନ 

ଜୁନାଗଡ଼,୧୪/୬(ନି.ପ୍ର) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ହରି ଫାର୍ମ ହାଉସ ଠାରେ ଜୁନାଗଡ଼ ଲଙ୍କେଶ୍ୱରୀ ପ୍ରେସ କ୍ଲବ ର ନୂତନ କର୍ମକର୍ତ୍ତା ଚୟନ ହୋଇଛି , ଚୟନ ପ୍ରକ୍ରିୟା ରେ ସର୍ବସମତିକ୍ରମେ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ମାଝୀ ଙ୍କୁ ସଭାପତି ରୂପେ ଚୟନ କରିଥିଲେ, ସମ୍ପାଦକ ରୂପେ ଶ୍ରୀଯୁକ୍ତ ବିମଲ ଚଦ୍ର ଶତପଥୀ ଙ୍କୁ ପ୍ରସ୍ତାବ ଆଗତ ହୋଇଥିଲା,ଉପ ସଭାପତି ଶ୍ରୀଯୁକ୍ତ ଟିକଚନ ବାଗ, କୋଷାଧକ୍ଷ ପ୍ରଦୀପ କୁମାର ଡୋଙ୍ଗରି, ଏହି ଚୟନ ପ୍ରକ୍ରିୟା ରେ, ପ୍ରଦୀପ କୁମାର ପଟ୍ଟନାୟକ, ଗୟା ରାମ ପୂଝାରୀ, ସପ୍ତେଶ୍ୱର ପାଢ଼ୀ, ସାହେବ ଛତ୍ରିଆ, କୃଷ୍ଣ ଲହଜଳ, ଜଗନାଥ ନାଏକ,ପ୍ରମୁଖ ଉପସ୍ଥିତ ଥିଲେ |ନୁତନ କର୍ମକର୍ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାହୁଲ ତାଣ୍ଡି ପ୍ରକୃତି ବନ୍ଧୁ ପୁରସ୍କାର ରେ ସମ୍ମାନିତ

masiha

ଜୁନାଗଡ଼ ରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ଓଡ଼ିଶା ନାଟ୍ୟ ଦିବସ ଆମ ଗର୍ବ ଓ ଗୌରବର ପ୍ରତୀକ : ବରିଷ୍ଠ କଳାକାର ମହାସଂଘ

Sunil Chandra Nayak

Leave a Comment

error: Content is protected !!