ପୁଣି ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳରେ ଝାଡାବାନନ୍ତି: ଜଣେ ମୃତ ଅନେକ ଆକ୍ରାନ୍ତ
ଚିକିତ୍ସା ପାଇଁ ଖାତିଗୁଡା ପ୍ରକଳ୍ପ ଡାକ୍ତରଖାନା ବଦଳରେ ଗଲେ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ତେନ୍ତୁଳିଖୁଣ୍ଟି-୧୩/୧୦/୨୨:ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ରେ ଦିନକୁ...
