୧- ବୋରାପଦା ଖମାରରେ ଉତ୍କଟ ବିଶୁଦ୍ଧ ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ , ୨- ମାରୁଆଡି ମହିଳା ସମିତି ଓ ମାରୁଆଡି ସମାଜ ପକ୍ଷରୁ ଭାଗବତ ସପ୍ତାହର ମହାସମାରୋହରେ ପୂର୍ଣ୍ଣାହିତି ସମ୍ପନ୍ନ , ୩- ଅଙ୍ଗନବାଓ୍ବାଡି ଦିଦିଙ୍କ ବଦଳି ନିମନ୍ତେ ରତ୍ନପୁର ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ
ବୋରାପଦା ଖମାରରେ ଉତ୍କଟ ବିଶୁଦ୍ଧ ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ଢେଙ୍କାନାଳ:୦୭/୧୦ – (ମନିସ) :- ଓଡିଶାର ବିଭିନ୍ନ ଦୁର୍ଗମ...
